ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ
କେନ୍ଦ୍ରାପଡ଼ା,୦୯/୦୭/୨୦୨୫(ଓଡ଼ିଶା ସମାଚାର)-ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ କେନ୍ଦ୍ରାପଡା ଫାଷ୍ଟଟ୍ରାକ ଆଡହକ କୋର୍ଟର ଜଜ୍ ତ୍ରୀବିକ୍ରମ କେଶରୀ ଚିନ୍ନାରା ଦୋଷୀକୁ ୧୦ବର୍ଷ ଜେଲଦଣ୍ଡାଦେଶ ସହିତ ୧୦ହଜାର…
