କେନ୍ଦ୍ରାପଡା କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡ. ସେକ ସମସୁରଙ୍କ ପରଲୋକ

କେନ୍ଦ୍ରାପଡ଼ା, ୨୪/୦୮/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡ. ସେକ ସମସୁରଙ୍କ ୭୯ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ…

ଭୂବନ ଏନ୍ ଏ ସି ୧୬ ତମ ସାଧାରଣ ବୈଠକ 

                               ବିଧାୟକ ଙ୍କ ସମେତ ବିଜେପି କାଉନସିଲର ଅନୁପସ୍ଥିତ ଭୁବନ ୨୪/୦୮/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୬ ତମ ସାଧାରଣ ବୈଠକ…

ହଂସନାଥ ରାମଲୀଳା ପ୍ରଚାର ପ୍ରସାର ସମିତିର ବାର୍ଷିକୋତ୍ସବ ଓ ରାମଲୀଳା ପରିବେଷଣ 

କଟକ ସଦର ୨୪/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଥିବା ପ୍ରାଚୀନ ଶ୍ରୀ ଶ୍ରୀ ହଂସନାଥ ରାମଲୀଳା ପ୍ରଚାର ପ୍ରସାର…

ଯାଜପୁରରେ ବନ୍ୟା ପରିସ୍ଥିତିକୁ ନେଇ  ଜିଲ୍ଲାପାଳଙ୍କ  ସମୀକ୍ଷା ବୈଠକ

ଯାଜପୁର,୨୪/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ନେଇ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ବରିଷ୍ଠ ଅଧିକାରୀ, ବିଡ଼ିଓ, ତହସିଲଦାର…

ଦଶରଥପୁର ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

ଯାଜପୁର,୨୪/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଦଶରଥପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ…

ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ ଖୋଲା

ସମ୍ବଲପୁର,୨୪/୦୮/୨୦୨୬ (ଓଡ଼ିଶା ସମାଚାର)-ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ଜୟଶ୍ରୀ ଦାସଙ୍କ “ହେ ବୁଦ୍ଧ! ତୁମକୁ ପ୍ରଣାମ “ଉନ୍ମୋଚିତ ସହ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର,୨୩/୦୮/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ସ୍ଥାନୀୟ ଖାରବେଳ ନଗରସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ସାହିତ୍ୟିକା, ଲେଖିକା ଜୟଶ୍ରୀ ଦାସଙ୍କ ଷୋହଳତମ କବିତା ସଂକଳନ “ହେ ବୁଦ୍ଧ!…

ପାଟକୁରା ବିିଧାୟକ ଅରବିନ୍ଦ ମହାପାତ୍ରଙ୍କ କୁଶ ପୁତଳିକା ଦାହ

ଗରଦପୁର,୨୩/୦୮/୨୦୨୬ (ଓଡ଼ିଶା ସମାଚାର)- ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଜେପି ନେତା ଉମାକାନ୍ତ ପଟ୍ଟନାୟକଙ୍କ ଉଦେଶ୍ୟରେ ଦେଇଥିବା ଅଶାଳିନ ମନ୍ତବ୍ୟ ବିରୁଦ୍ଧରେ ଉମାକାନ୍ତ ଙ୍କ ସମର୍ଥକ ବିଜେପି…

ଗୁରୁଜୀଙ୍କ ଆମେରିକା ଗସ୍ତ

 ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ନାମରେ ଦୁଇଟି ଦିବସ ଓ ଶ୍ରୀଗୁରୁ ଭାଗବତ ନାମରେ ଗୋଟିଏ ଦିବସ ଘୋଷଣା ୱାଶିଂଟନ୍‍ ବିଶ୍ୱବିଦ୍ୟାଳୟରେ ଗୁରୁଜୀଙ୍କ ବକ୍ତୃତା ସିଆଟେଲ କନସୁଲେଟ…

ବନ୍ୟା ପ୍ରଭାବିତ ଅଞ୍ଛଳରେ ନଳକୂପ ବିଶୋଧନ ଓ ପାନୀୟ ଜଳର ଗୁଣବତ୍ତା ଯାଞ୍ଚ ତ୍ୱରାନ୍ୱିତ

ଯାଜପୁର,୨୩/୦୮/୨୦୨୬ (ଓଡ଼ିଶା ସମାଚାର)- ବନ୍ୟା ପରବର୍ତ୍ତୀ ସମୟରେ ଜନସାଧାରଣଙ୍କୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ…