ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର,୧୮/୧୦/୨୦୨୬(ଓଡ଼ିଶା ସମାଚାର)-ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇଥିଲେ। ଲୋକଭବନରେ ଆୟୋଜିତ ସମାରୋହରେ ହାଇକୋର୍ଟର…

ଦଶହରା ଉପଲକ୍ଷେ ମହିଳା ମାନଙ୍କୁ ନେଇ ଏକ ଦାଣ୍ଡିଆ ନୃତ୍ୟ ପରିବେଷଣ

ଭୁବନେଶ୍ୱର,୧୭/୧୦/୨୦୨୬(ଓଡ଼ିଶା ସମାଚାର)-ସତ୍ୟନଗର ଲେଡିଜ୍ ଫୋରମ୍ ଏବଂ ବାପୁଜୀ ନଗର ଲେଡିଜ୍ ଫୋରମ୍ ର ମିଳିତ ଆନୁକୁଲ୍ୟରେ ଆଜି ହୋଟେଲ ଆଡ଼ଭେଞ୍ଚର ଅଶୋକ ନଗର ଠାରେ ଦଶହରା ଉପଲକ୍ଷେ…

୩୪ ବର୍ଷ ପରେ ଏକାଠି ହେଲେ ନିମାପଡ଼ା ଡେଲ୍ଟା ସ୍କୁଲ୍‌ ର ୧୯୯୨ ବ୍ୟାଚ୍‌ ର ଛାତ୍ରଛାତ୍ରୀ

ନିମାପଡ଼ା,୧୭/୧୦/୨୦୨୬(ଓଡ଼ିଶା ସମାଚାର)- ଦୀର୍ଘ ୩୪ ବର୍ଷ ପରେ ପୁରୁଣା ସ୍ମୃତିକୁ ସତେଜ କରିବା ଏବଂ ଗୁରୁଜନଙ୍କ ପ୍ରତି ସମ୍ମାନ, ଶ୍ରଦ୍ଧା ଓ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ନିମାପଡ଼ା…

ଅକ୍ଟୋବର ୨୮ ଓ  ୨୯ରେ ମାନ୍ୟବର ରାଷ୍ଟ୍ରପତିଙ୍କ ୨  ଦିନିଆ     ଓଡ଼ିଶା ଗସ୍ତ — ଅକ୍ଟୋବର  ୨୫ ରେ  ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ,

ଖୋର୍ଦ୍ଧା ନିକଟସ୍ଥ ଆର୍ବିଆଇର ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥାର      ଶୁଭ ଉଦ୍ଘାଟନ କରିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୮ ଓ …

‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ସଭାପତିଙ୍କୁ ଭେଟିଲେ ନେମାଳ କଲେଜ ର ସମସ୍ତ ନିର୍ଵାଚିତ ଛାତ୍ର ପ୍ରତିନିଧି।

କଟକ ସଦର,୧୭/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ନିର୍ଵାଚିତ ହୋଇଥିବା ସମସ୍ତ ଛାତ୍ର ପ୍ରତିନିଧି…

କାର୍ଯ୍ୟରେ ଅବହେଳା ଓ ସରକାରୀ ନିୟମର ଉଲଘଂନ ଅଭିଯୋଗରେ ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

କଟକ,୧୭/୧୦/୨୦୨୬(ଓଡ଼ିଶା ସମାଚାର)- କଟକ ଓଏଏସ୍ ଅଫିସର ତଥା ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କ ଉପରେ ହୋଇଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ତାଙ୍କୁ ନିଲମ୍ବନ କରାଯାଇଛି।…

ଛାତ୍ର ଆଇନ ସାକ୍ଷରତା କ୍ଲବରେ ଆଇନ ସାକ୍ଷରତା କାର୍ଯ୍ୟକ୍ରମ

ଜଗତସିଂହପୁର,୧୭/୧୦/୨୦୨୬(ଓଡ଼ିଶା ସମାଚାର)-  ଜଗତସିଂହପୁର ବ୍ଲକ ଅନ୍ତର୍ଗତ କାଦୁଅପଡାସ୍ଥିତ ଗାଦିବ୍ରମ୍ହ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଛାତ୍ର ଆଇନ ସାକ୍ଷରତା କ୍ଲବରେ ଜଗତସିଂହପୁର ଜିଲ୍ଲା ଆଇନ ସେବା…

ସାଇଜ୍ଞାନ ପ୍ଲେ ସ୍କୁଲରେ ଶାରଦୀୟ ଉତ୍ସବ

ଜଗତସିଂହପୁର,୧୭/୧୦/୨୦୨୬(ଓଡ଼ିଶା ସମାଚାର)- ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ଜୟବଡ ସ୍ଥିତ ସାଇଜ୍ଞାନ ପ୍ଲେ ସ୍କୁଲରେ ଶାରଦୀୟ ଉତ୍ସବ ପାଳିତ ହୋଇଯାଇଅଛି । ଅଧକ୍ଷ୍ୟା ପ୍ରଜ୍ଞାପାରମିତା ଚୌଧୁରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ…

ଅଣରାଜନୈତିକ ପାଟକୁରା ବୁଦ୍ଧିଜୀବି  ମହାମଞ୍ଚ ଗଠିତ  

ପାଟକୁରା,୧୬/୧୦/୨୦୨୬ (ଓଡିଶା ସମାଚାର )- ଗରଦପୁର ବ୍ଳକ ଅଧିନ ପଦ୍ମପୁର ଗ୍ରାମପଞ୍ଚାୟତ ର ବିଚଣା ଗ୍ରାମରେ ପାଟକୁରା ଅଂଚଳର ବିଭିନ୍ନ ପଞ୍ଚାୟତରୁ ବହୁ ବୁଦ୍ଧିଜୀବିଙ୍କୁ ନେଇ ବୁଧବାର…