ତୃତୀୟପକ୍ଷ ଠିକାଦାରଙ୍କ ଜୁଲମକୁ ବିରୋଧ କରି ବନ୍ଧା ହେଲେ ୬ ଏଆରଟେଲ ଟେକନିସିଆନ
କେନ୍ଦ୍ରାପଡ଼ା,୧୬/୦୩/୨୦୨୪ (ଓଡ଼ିଶା ସମାଚାର)-ତୃତୀୟପକ୍ଷ ଠିକାଦାରଙ୍କ ଜୁଲମ ବିରୁଦ୍ଧରେ ଏଆରଟେଲ ଅଧିନରେ ନିଯୁକ୍ତିପ୍ରାକ୍ତ ଟେକନିସିଆନମାନେ ଗତ ୪ତାରିଖରେ କେନ୍ଦ୍ରାପଡା ସଦର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ କରିଥିଲେ ।…
