କଟକ ସଦର , ୧୧/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ଦୃଷ୍ଟିରେ ରଖି କଲେଜର ତିନିଜଣ ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ଅନ୍ୟ କଲେଜକୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ କଟକ ଉପ ଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଙ୍କ ନିର୍ଦେଶ କ୍ରମେ ଅଧ୍ୟକ୍ଷା ସ୍ୱାତୀ ପଣ୍ଡା ବଦଳି କରିଥିବା ଜଣାପଡିଛି। ଏଥିରେ ଦିବ୍ୟଜ୍ୟୋତି ସାହୁ ଙ୍କୁ ୪୨ ମୌଜା ସୂଦର୍ଶନ ମହାବିଦ୍ୟାଳୟକୁ, ସଂଗ୍ରାମ ବେହେରା ଓ ବୈଦ୍ୟନାଥ ପଣ୍ଡାଙ୍କୁ କିଶନନଗର କଲେଜକୁ ବଦଳି ହୋଇଛି।
କନ୍ଦରପୁର କଲେଜ ଛାତ୍ର ସଂସଦ ନିର୍ବାଚନକୁ ଦୃଷ୍ଟିରେ ରଖି ତିନିଜଣ କର୍ମଚାରୀଙ୍କୁ ଅନ୍ୟ କଲେଜକୁ ବଦଳି
