ବିଧାୟକ ପ୍ରଫୁଲ ସାମଲଙ୍କ ଘର ଉପରେ ଇଡ଼ିର ଚଢ଼ାଉ

ଭଦ୍ରକ / ଭୁବନେଶ୍ୱର ୧୫/୦୨/୨୦୨୪ (ଓଡ଼ିଶା ସମାଚାର)-ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ଙ୍କ ଘର ଉପରେ ଇଡ଼ିର ଚଢ଼ାଉ ଜାରିରହିଥିବା ଖବର ମିଳିଛି । ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ ସାମଲଙ୍କ ଭୁବନେଶ୍ୱର ସମେତ ୧୦ ଟି ସ୍ଥାନରେ ଇଡ଼ି ପକ୍ଷରୁ ଯାଂଚ କରାଯାଉଥିବାବେଳେ ବରପଦା ଇଂଜିନିୟରିଂ କଲେଜର କିଛି କର୍ମଚାରୀଙ୍କ ଘର ଉପରେ ମଧ୍ୟ ଚଢ଼ାଉ ଜାରି ରହିଥିବା ଖବର ମିଳୁଛି । ସବିଶେଷ ତଥ୍ୟ କୁ ଅପେକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *