ମଞ୍ଜୁଳା ତ୍ରିପାଠୀଙ୍କୁ ରାଧାନାଥ ସେବା ସମ୍ମାନ

ଭୁବନେଶ୍ୱର,୨୩/୦୯/୨୦୨୬ (ଓଡ଼ିଶା ସମାଚାର)- ଗତ ୨୧.୦୯.୨୦୨୬ ତାରିଖରେ ଭାରତ ସ୍କାଉଟ ଓ ଗାଇଡ୍ସ ପରିସରରେ ସ୍କାଉଟ ଗାଇଡ୍ସ ର ରାଜ୍ୟ ମୁଖ୍ୟ କମିଶନର, ସଭାପତି, ଉପସଭାପତି ତଥା ରାଜ୍ୟ ଟ୍ରେନିଂ କମିଶନର ଗାଇଡ଼ଙ୍କ ହସ୍ତରୁ ଗାଇଡ୍ କ୍ୟାପଟେନ ମଞ୍ଜୁଳା ତ୍ରିପାଠୀଙ୍କୁ ରାଧାନାଥ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ମଞ୍ଜୁଳା ତି୍ରପାଠୀ ଏକଧାରାରେ ଜଣେ ରାଜ୍ୟ ଗାଇଡ଼ ଶିକ୍ଷକ, ଗାଳ୍ପିକ, କବି ଏବଂ ରେଡ଼କ୍ରସର ରିସୋର୍ଚ୍ଚ ପରସନ ତଥା ସାମାଜିକ କର୍ମୀ ଭାବେ ବେଶ ଜଣାଶୁଣା ।

Leave a Reply

Your email address will not be published. Required fields are marked *