ନରନାରାୟଣ ମଠ ରେ ରଜ ମହୋତ୍ସବ

କଟକ ୧୪/୦୬/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )ବାରଙ୍ଗ ବ୍ଳକ  ବ୍ରାହ୍ମଣଝରିଲୋ ବାଲିଜିପାଟଣା ସ୍ଥିତ  ନରନାରାୟଣ ମଠରେ  ଆନନ୍ଦଉଲ୍ଲାସ ର ସହିତ ରଜ ମହୋତ୍ସବ ପାଳିତ ହୋଇଯାଇଛି ।

ପ୍ରଥମ ବର୍ଷ ଆୟୋଜିତ ଏହି ରଜ ମହୋତ୍ସବ ରେ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବେଶ ଜମିଥିଲା । ଏହି ଅବସରରେ ଆୟୋଜିତ ସଭାରେ ସାମ୍ବାଦିକ ରାମେଶ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଇଂ ସୁଶାନ୍ତ କୁମାର ତ୍ରୀପାଠୀ, ଯୁବନେତା ବିଶ୍ଵରଞ୍ଜନ  ସାହୁ, ଶିକ୍ଷାବିତ କୈଳାସ ଚନ୍ଦ୍ର ବେହେରା, ବୈଦ୍ୟନାଥ ତରାଇ,ଅନନ୍ତ ଚରଣ ଦାସ, ରାଜେନ୍ଦ୍ର ପ୍ରଧାନ ,ବିଘ୍ନେଶ୍ୱର ତରାଇ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଗ୍ରାମବାସୀ ମାନେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *