କଟକ ସିଡିଓଙ୍କ ଵଦଳି ସତ୍ୱେ ଗାଦି ନଛାଡି ଵଦଳି ବାତିଲ୍ ପାଇଁ ଉଦ୍ୟମ କରିଵା କେଉଁ ସ୍ୱାର୍ଥରେ 

କଟକ ସଦର, ୨୩/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ (ଭିଡିଓ,ଇଡି) ପ୍ରଶାନ୍ତ କୁମାର ନାୟକ ଙ୍କର ଅନ୍ୟତ୍ର ବଦଳି ହେବାର ଏକ ମାସ ପୁରିବାକୁ ବସିଥିବା ବେଳେ ସିଏ ଗାଦି ନଛାଡି ଏଠାରେ ରହିବାକୁ ଉଦ୍ୟମ କରିବା କେଉଁ ସ୍ୱାର୍ଥରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଶ୍ରୀ ନାୟକଙ୍କ ଘର କଟକ ଜିଲ୍ଲାରେ ହୋଇଥିବା ବେଳେ ସିଏ ସାଲେପୁର ଓ କଟକ ସଦରରେ ଵିଡିଓ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରି ଆସିଥିବା ଜଣାପଡିଛି। ତୁରନ୍ତ ତାଙ୍କୁ ରିଲଭ୍ କରିବାକୁ ସାଧାରଣରେ ଜିଲ୍ଲା ପ୍ରଶାସନ ଠାରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *