ଅଗ୍ନିକାଣ୍ଡ ରେ ୩ ମୃତ , ଶୋକ ପ୍ରକାଶ କରିବା ସହ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୭/୦୫/୨୦୨୬ (ଓଡ଼ିଶା ସମାଚାର)-ଲକ୍ଷ୍ମୀସାଗରଠାରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣାରେ ବିଶ୍ୱମ୍ବର ବେହେରା, ସୁଲଭା ବେହେରା ଏବଂ ତେଜସ୍ୱିନୀ ବେହେରାଙ୍କର ପ୍ରାଣହାନି ସମ୍ପର୍କରେ ଜାଣି  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

https://x.com/CMO_Odisha/status/2052417813659496870

 

Leave a Reply

Your email address will not be published. Required fields are marked *