କଟକ କମିଶନରେଟ ଜୋନ୍ ୪ ଏସିପି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଅମିତାଭ ମହାପାତ୍ର 

କଟକ ସଦର, ୧୦/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କମିଶନରେଟ ସଦର ଥାନା,ବାରଙ୍ଗ ଥାନା ଓ ଵୈୟାଳିସ ମୈ।ଜା ଥାନା କୁ ନେଇ ଗଠିତ ଜୋନ୍ ୪ ର ଏସିପି ଭାବେ ଅମିତାଭ ମହାପାତ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କର ଦକ୍ଷତା ପାଇଁ ପୋଲିସ ବିଭାଗରେ ଭଲ ନାଁ ଥିବା ବେଳେ ପୂର୍ବରୁ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ତାଙ୍କୁ ଏକ କାର୍ଯ୍ୟକ୍ରମ ରେ ଦୁର୍ବ୍ୟବହାର କରିଥିବା ମାମଲା କୁ ନେଇ ଚର୍ଚ୍ଚାରେ ରହିଥିଲେ  ।

Leave a Reply

Your email address will not be published. Required fields are marked *