ଘଟଗାଁ, ୨୧/୦୧/୨୦୨୬ (ଓଡିଶା ସମାଚାର/ଚନ୍ଦ୍ରଶେଖର ସାହୁ)-ପ୍ରେମ ଅନ୍ଧ। ମାନେନା ବାଧା ବନ୍ଧନ। ମାନେନା ସ୍ଥାନ କାଳ ପାତ୍ର। ମାନି ନ ଥିଲା ଜଣେ ଯୁବକ। ପ୍ରେମରେ ବିଫଳ ହେବା ପରେ ପ୍ରେମିକା ଘର ସମ୍ମୁଖରେ ବ୍ଲେଡ ଦ୍ୱାରା ନିଜ ଶରୀର କାଟି ଲହୁ ଲୁହାଣ ହୋଇଛି। ପୋଲିସ ଘଟଣା ସ୍ଥଳରୁ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ପରେ ଥାନା ରେ ଅଟକ ରଖିଛି। ଏହି ଘଟଣା ଘଟଗାଁ ଥାନା ସାନ ମସିଣାବିଲା ଗ୍ରାମରେ ଘଟଛି। ଯୁବକ ଜଣକ ହେଲେ ଯୋଡ଼ା ଅଞ୍ଚଳର ଆକା ।
ନିଜ ଶରୀରକୁ ବ୍ଲେଡରେ କାଟି ଯୁବକ ହେଲା ଲହୁ ଲୁହାଣ
