କଳିଙ୍ଗ ବାଲିଯାତ୍ରା ୨୦୨୬ ଉପଲକ୍ଷେ ଦୋକାନ/ ଷ୍ଟଲ୍ କରିବା ନିମନ୍ତେ ଆବେଦନ ପତ୍ର ଆହ୍ୱାନ

ଜଗତସିଂହପୁର,୧୧/୧୧/୨୦୨୬(ଓଡ଼ିଶା ସମାଚାର) – ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳିଙ୍ଗ ବାଲିଯାତ୍ରା ଉତ୍ସବ, ୨୦୨୬ ତା. ୨୩.୧୧.୨୦୨୬ ରିଖ ଠାରୁ ତା.୨୯.୧୧.୨୦୨୬ ରିଖ ପର୍ଯ୍ୟନ୍ତ ପାରାଦ୍ବୀପ ସମୁଦ୍ର ବେଳାଭୂମି ବାଲିଯାତ୍ରା ପଡିଆ ଠାରେ ମହା ସମାରୋହରେ ପାଳିତ କରାଯିବ । ଉକ୍ତ ଦିନ ମାନଙ୍କରେ ବାଲିଯାତ୍ରା ପଡିଆ ରେ ଦୋକାନ/ ଷ୍ଟଲ୍ କରିବା ପାଇଁ ଇଛୁକ ବ୍ୟକ୍ତି ମାନେ ତା.୧୧.୧୧.୨୦୨୬ ରିଖ ଠାରୁ ତା.୧୯.୧୧.୨୦୨୬ ରିଖ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ବୀପ ଙ୍କ କାର୍ଯ୍ୟାଳୟ ରେ ଆବେଦନ କରିପାରିବେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *