ଚା ଖଟିରେ ସମାଜସେବା ଚିନ୍ତା କଲେ ସମାଜସେବୀ ପ୍ରଫେସର ମନୋଜ ନାୟକ

କଟକ ସଦର , ୧୧/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଆଜି ରବିବାର ଶୀତୁଆ ସକାଳେ କଟକ ସଦର ଅନ୍ତର୍ଗତ ସିଏମସି ୫୦ ନମ୍ବର ୱାର୍ଡ ନୂଆପଡ଼ା ଠାରେ ଚା ପେ ଚର୍ଚ୍ଚା ରେ ଯୋଗଦେଇ ସମାଜସେବା କୁ ଆହୁରି କ୍ରିୟାଶୀଳ କରିବା ସହିତ ସଂଗଠନକୁ ଆହୁରି ତ୍ୱରାନ୍ୱିତ କରିବାକୁ ଆଲୋଚନା କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନରୋତ୍ତମ ଦାସ, ସୂଦର୍ଶନ ଜେନା,ପ୍ରଭାସ ପଶାୟତ,ରବି ସ୍ୱାଇଁ,ତପନ ଆଚାର୍ଯ୍ୟ,ଉଦୟ ସାସମଲ, ଆନନ୍ଦ ଦେବତା, ଆନନ୍ଦ ବେହେରା, ପ୍ରକାଶ ମାଝି,ଵିଶାଲ ଆଚାର୍ଯ୍ୟ,ଦେଶ ଦାସ,ସୂମନ ଜେନା ଙ୍କ ସମେତ ୟୁନିୟନର ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

 

Leave a Reply

Your email address will not be published. Required fields are marked *