ନୂତନ ଉପଖଣ୍ଡ  ସୂଚ଼ନା ଓ ଲୋକ ସଂପର୍କ ଅଧିକାରୀଙ୍କ ଯୋଗଦାନ ।     

ଢେଙ୍କାନାଳ,୨୪/୧୨/୨୦୨୫ (ଓଡ଼ିଶା ସମାଚାର)- ହିନ୍ଦୋଳ ଉପଖଣ୍ଡ ସୂଚ଼ନା ଓ ଲୋକସଂପର୍କ ଅଧିକାରୀ ଭାବେ ଶ୍ରୀ ଶ୍ରୀନିବାସ ରାଉତ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଆଜି  ଜିଲ୍ଲା ସୂଚ଼଼ନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ତାଙ୍କୁ କାର୍ଯ୍ୟାଳୟଠାରେ ସ୍ୱାଗତ କରିଥିଲେ  ।

Leave a Reply

Your email address will not be published. Required fields are marked *