ଚାରିଦିନ ହେଲା କନ୍ଦରପୁର ରୁ ଧଵଳେଶ୍ୱରକୁ ଗଡୁନାହିଁ ଆମ ବସ୍ , ଯାତ୍ରୀ ହିନସ୍ଥା

କଟକ ସଦର,୦୧/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଯାତ୍ରୀମାନଙ୍କ ସୁବିଧା ପାଇଁ (ପୂର୍ବରୁ ମୋ ବସ୍ ଏବେ ଆମ ବସ୍ ) ଆମ ବସ୍ କନ୍ଦରପୁର ରୁ ଵୈୟାଳିସମୈ।ଜା, ସିଡିଏ ଦେଇ ଧବଳେଶ୍ବରକୁ ଅନବରତ ଚଳାଚଳ କରୁଥିଲା।

ହେଲେ ଆଜକୁ ଚାରିଦିନ ହେଲା ମହାକାର୍ତିକ ଓ ପଞ୍ଚୁକରେ ଧଵଳେଶ୍ୱର କୁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ଯାହା ଫଳରେ ଧଵଳେଶ୍ୱର କୁ ଯିବାକୁ ଯାତ୍ରୀମାନେ ନାହିଁ ନଥିବା ହିନସ୍ଥା ଭୋଗୁଥିବା ଅଭିଯୋଗ ହେଉଛି। ତୁରନ୍ତ କ୍ରୁଟ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *