ବିଶାଣୀ ଖଣିଦାରେ ବୋମାମାଡ଼, ଯୁବକ ଅଟକ

ଭଦ୍ରକ,୨୦/୦୯/୨୦୨୫(ଓଡ଼ିଶା ସମାଚାର)- ଗତକାଲି ରାତିରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ବିଶାଣୀ ଖରିଦା ଗ୍ରାମରେ ନିଜର ପତିଆରା ପ୍ରଦର୍ଶନକୁ ନେଇ ଜଣେ ଯୁବକ ବୋମା ମାଡ଼ କରିଛି ।

ଏହି ଘଟଣାରେ ଗ୍ରାମାଂଚଳ ପୋଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।ଉକ୍ତ ଗ୍ରାମରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଲକ୍ଷ୍ୟରେ ଯୁବକ ଜଣକ ଏଭଳି କାଣ୍ଡ କରିଥିବା ବିଷୟ ପୋଲିସ କହିଛି । ଏବଂ ସେ ସୁତୁଲି ତିଆରି ବମ ପକାଇଥିବା ବିଷୟ ଗଣମାଧମକୁ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *