ଭୁବନେଶ୍ୱର,୧୬/୦୮/୨୦୨୫ (ଓଡ଼ିଶା ସମାଚାର)-ଓଁ ଶିବଶକ୍ତି ମହିଳା ମହାସଂଘ ପକ୍ଷରୁ ୭୯ତମ ସାଧାରଣତନ୍ତ୍ର ଦିବସ ଶ୍ମଶାନ ଛକ ନିକଟରେ ପାଳିତ ହୋଇଯାଇଛି । ଏଥିରେ କର୍ପୋରେଟର ଶିବ ପ୍ରସାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିଥିଲେ ।
ମହାସଂଘର ସଭାପତି ସତ୍ୟଭାମା ବେହେରା, ସମ୍ପାଦକ ଅନ୍ନପୂର୍ଣ୍ଣା ପଣ୍ଡା, ବିଭିନ୍ନ ଏସ୍ଏସ୍ଜି ଗ୍ରୁପ୍ ଯଥା ସ୍ୱୟଂଶ, ଶ୍ରଗଣେଶ, ମା’ ମଙ୍ଗଳା, ବାଟ ମଙ୍ଗଳା, ମାତାରେଣୀ, ଅଭିରାମ, ଅର୍ଚ୍ଚନା, ଦକ୍ଷୀଣ ଚଣ୍ଡି, ଭଗବତୀ, ଗେସୋଗରେଶ୍ୱର, ମା’ ଲକ୍ଷ୍ମୀ, ମା’ ଚେମେଡ଼ଇ ମହିିଳା ସ୍ୱୟଂ ସହାୟକ ଗୋଷ୍ଟିର ଶତାଧିକ ସଭ୍ୟ ସାମିଲ ହୋଇଥିଲେ ।
