Related Posts
ରାସ୍ତାରୁ ପୁଲିସଏଏସଆଇ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
କଳାହାଣ୍ଡି,୦୧/୦୬/୨୦୨୫ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼-ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ବନମାଳୀପୁର ରାସ୍ତାରେ ଅଘଟଣ । ରାସ୍ତା ଉପରୁ ବାଇକ ସହ ଜଣେ ଯୁବକଙ୍କ…
ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ
ଚଣ୍ଡିଖୋଲ,୦୧/୦୩/୨୦୨୫(ଓଡ଼ିଶା ସମାଚାର)- ଆଜି ସକାଳ ୧୦ଟା ୩୦ମିନିଟ ସମୟରେ ୫୩ ନମ୍ବର ଜାତୀୟରାଜପଥର ଚଣ୍ଡିଖୋଲ କୋର୍ଟ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।…
ସ୍କୁଟିକୁ ଘୋଷାଡ଼ି ନେଲା ସରକାରୀ ବସ , ଜଣେ ମୃତ ଅନ୍ୟ ଜଣେ ଗୁରୁତର ଆହତ
ଜଗନ୍ନାଥ ପ୍ରସାଦ,୧୬/୦୩/୨୦୨୫ (ଓଡ଼ିଶା ସମାଚାର)- ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଭଞ୍ଜନଗର ଭୁବନେଶ୍ୱର ରାଜ୍ୟ ରାଜପଥ ୨୧ ନମ୍ବର ପଞ୍ଚଭୂତି ଚୂଡ଼ାମିଲ ବୁଲାଣି ଛକ ଠାରେ ଘଟିଛି…

ସକାଳୁ ସାଲେପୁର ଥାନା ଅନ୍ତର୍ଗତ କାସିପୁର ଗ୍ରାମର ରବୀନ୍ଦ୍ର କରଙ୍କ ପୁଅ ଅବୃତ୍ତ କୁମାର କର(୨୫) ବଟେଶ୍ବର ଗ୍ରାମ ନିକଟରେ ଚିତ୍ରୋତ୍ପଳା ନଦୀରୁ ପାଣି ଉଠାଇବା ବେଳେ ନଦୀ ସ୍ରୋତ ରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ଲୋକେ ଓ ସାଲେପୁର ଦମକଳ ବାହୀନିର କର୍ମଚାରୀ ମାନେ ଦୀର୍ଘ ସମୟ ଧରି ନଦୀ ପାଣି ରେ ଖୋଜାଖୋଜି ଚଳାଇଥିଲେ ହେଁ ଅଦ୍ୟାବଧି ଅବୃତ୍ତ କୁମାର ର କୌଣସି ସନ୍ଧାନ ପାଇ ନଥିବା ଜଣାପଡିଛି।