କଟକ ୦୪/୦୮/୨୦୨୫ ( ଓଡିଶା ସମାଚାର/ଅଭୟ ଜେନା)- କଟକ ଜିଲ୍ଲା ୪୨ ମୌଜା କଳପଡ଼ା ପଞ୍ଚାୟତ ଦେଉଳି ଗ୍ରାମର ସମାଜସେବୀ,ଉଦାର ହୃଦୟର ବ୍ୟକ୍ତି ରବିନ୍ଦ୍ର ନାଥ ପତି (୮୫) ଙ୍କର ପରଲୋକ ଘଟିଛି । ସେ ଜଣେ ପରୋପକାରୀ,ସମାଜସେବୀ ଭାବେ ୪୨ ମୌଜା କାହିଁକି କଟକ ସଦର ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିତ୍ଵଥିଲେ । ତାଙ୍କର ଏକମାତ୍ର ପୁତ୍ର ସାହିତ୍ୟିକ ସନ୍ତୋଷ କୁମାର ପତି ୪୨ ମୌଜା ବିକାଶ ପରିଷଦର ସଂପାଦକ ଭାବେ କାର୍ୟ୍ୟ କରିବା ସହିତ ବହୁ ଅନୁଷ୍ଠାନ ସହିତ ଜଡ଼ିତ ।

