ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରରେ ପରିଣତ କରାଯିବ- ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର,୩୦/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରରେ ପରିଣତ କରାଯିବ । ଏଥିପାଇଁ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଘର, ସ୍ୱଚ୍ଛତା ଏବଂ ବିଜୁଳି ଆଦି ବ୍ୟବସ୍ଥା ଥିବା ଦରକାର ।

AWESOME (Anganwadi Welfare & Services Oversight Monitoring Everywhere) Appରେ ଅଙ୍ଗନବାଡ଼ି ଗୁଡ଼ିକର ସମ୍ପୂର୍ଣ୍ଣ ତଥ୍ୟ ରହିବ। ଏହି ଆପ ମାଧ୍ୟମରେ ଅଙ୍ଗନଓ୍ବାଡ଼ି କର୍ମୀ ସମସ୍ତ କାର୍ଯ୍ୟ କରିବେ। ଏହି ସ୍ବତନ୍ତ୍ର ଆପ୍‌ ଜରିଆରେ ସାଧାରଣ ଲୋକ ଏବଂ ଅଭିଭାବକ ଫିଡ୍‌ ବ୍ୟାକ୍‌ ବି ଦେଇପାରିବେ। ଆପ୍‌ର ବିକାଶ ପାଇଁ ଏନ୍‌ଆଇପିସିସିଡି(NIPCCD) ସହ ମହିଳା ଓ ଶିଶୁ ବିକାଶ ବିଭାଗର ଚୁକ୍ତି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  କହିଛନ୍ତି :-

Leave a Reply

Your email address will not be published. Required fields are marked *