ମନୋଜ କୁମାର ମହାନ୍ତି ଓପିଏସସି ସଦସ୍ୟ  ହେଲେ

ଭୁବନେଶ୍ୱର,୧୦/୦୭/୨୦୨୫ (ଓଡ଼ିଶା ସମାଚାର)- ଆଇଏଏସ (ଅବସରପ୍ରାପ୍ତ) ମନୋଜ କୁମାର ମହାନ୍ତି ଗୁରୁବାର ଓପିଏସସି ସଦସ୍ୟ ନିଯୁକ୍ତ ହୋଇଛନ୍ତି। ମନୋଜ ମହାନ୍ତି ଙ୍କୁ ରାଜ୍ୟ ସରକାର ୬ବର୍ଷ ପାଇଁ ଓପିଏସସି ସଦସ୍ୟ ଭାବରେ  ନିଯୁକ୍ତି ଦେଇଛନ୍ତି । ଏ ସମ୍ପର୍କରେ ଆଜି   ବିଜ୍ଞପ୍ତି  ପ୍ରକାଶ ପାଇଛଇ । ଏହା ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ଶ୍ରୀ ମହାନ୍ତି କାର୍ୟ୍ୟ କରୁଥିଲେ ।

Leave a Reply

Your email address will not be published. Required fields are marked *