ପୋଲିସ୍ ପକ୍ଷରୁ ସଡ଼କ ସୁରକ୍ଷା ସେଚତନତା

ଟିଟିଲାଗଡ଼,୧୫/୦୨/୨୦୨୫(ଓଡ଼ିଶା ସମାଚାର)- ସ୍ଥାନୀୟ ପୋଲିସ୍ ପକ୍ଷରୁ ସଡ଼କ ସୁରକ୍ଷା ନେଇ ସହରରେ ବିଶେଷ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି । ଟିଟିଲାଗଡ଼ ଥାନା ଆଇଆଇସି କଲ୍ୟାଣୀ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରରେ ଲାୟନ୍ସ କ୍ଲବ ଟିଟିଲାଗଡ଼ ଶାଖା, ଡ଼ିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟ, ବାଳକ ହାଇସ୍କୁଲ, ମହେଶ୍ୱର ହିନ୍ଦୀ ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରମୁଖ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସହର ପରିକ୍ରମା କରି ବିଭିନ୍ନ ପ୍ରକାର ସେଚତନତା ବାର୍ତା ପ୍ରଦାନ କରିଥିଲେ । ଏହି କର୍ଯ୍ୟକ୍ରମରେ ଟିଟିଲାଗଡ଼ ଥାନା ସବ୍ଇନ୍ସପେକ୍ଟର କିରଣ ଜାନି, ପ୍ରଦୀପ ଦୁରିଆ, ଖେଗଶ୍ୱର ମାଝୀ, ଏଏସଆଇ କପୁରଚନ୍ଦ ପଧାନ, ମେନାଜ ବିଶି, ଅହଲ୍ୟା ସୁନାନୀ, କନେଷ୍ଟବଲ ଲକ୍ଷ୍ମଣ ସଲତର, ହୀନ ଲେବଡ଼ିଆ, ବିଜୟ ମଲ୍ଲିକ, ମୀନେକତନ ପାଣ୍ଡେ, ମୁକ୍ତା କୁଣ୍ଡୁ, ପଂଚାନନ ହେର୍ଣ୍ଣା, ଲାୟନ୍ସ କ୍ଲବ ସମ୍ପାଦକ ଆବାସ ଖାନ୍, ଅବସରପ୍ରାପ୍ତ ବାୟେୁସନା ଅଧିକାରୀ ସେନ୍ତାଷ ମହାନ୍ତି, ପଙ୍କଜ ନାମେଦବ, ପ୍ରଦୀପ ବାରିକ, କ୍ଷୀର ଦର୍ଜୀ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *