କଟକ ସଦର ଉପଜିଲ୍ଲାପାଳ ହେଲେ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ

କଟକ ସଦର,୧୫/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଉପଖଣ୍ଡରେ ପୂର୍ବରୁ ନିଶ୍ଚିନ୍ତକୋଇଲି ର ଵିଡିଓ, ସାଲେପୁର ର ତହସିଲଦାର ସହିତ ସ୍ୱଳ୍ପ ସମୟ ପାଇଁ କିଶନନଗର ର ଭାର ପ୍ରାପ୍ତ ତହସିଲଦାର ଭାବେ କାର୍ଯ୍ୟ କରିଥିବା ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଏଵେ କଟକ ଉପ ଜିଲ୍ଲାପାଳ ଭାବେ ଦାୟିତ୍ବ ନେବାକୁ ଯାଉଥିବା ଜଣାପଡିଛି। ଏଠାରେ ଅବସ୍ଥାପିତ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କର ଅନ୍ୟତ୍ର ଵଦଳି ହୋଇଥିବାରୁ ତାଙ୍କ ସ୍ଥାନ ରେ ଶ୍ରୀ ଦେଓ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *