କେନ୍ଦ୍ରାପଡ଼ା,୧୬/୧୧/୨୦୨୩(ଓଡ଼ିଶା ସମାଚାର)-ଆସନ୍ତା ଜାନୁଆରୀମାସ ୨୧ ଓ ୨୨ତାରିଖରେ ନୟାଗଡର ଶ୍ରଦ୍ଧାପୁରରେ ହେବାକୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ରାଜ୍ୟ ସ୍ତରୀୟ ପବ୍ଲିକ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ସହରର ଫକିରାବାଦରେ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇଦିନ ଧରି ଏଠାରେ ଚାଲିଥିବା ପ୍ରସ୍ତୁତି ବୈଠକ ଶେଷରେ ବୁଧବାର ଜୋହର ନମାଜ ପରେ ସ୍ୱତନ୍ତ୍ର ଦୁଆ କରାଯାଇ ସମାପନ କରାଯାଇଛି ।
Related Posts
ନିଆଳି ମାଧବଙ୍କ ମନ୍ଦିରରୁ ଶ୍ରୀ ଜୀଉ ଙ୍କ ପାଇଁ ଶ୍ରୀକ୍ଷେତ୍ର ପୁରୀ ଗଲା ପୋଢୁଆଁ ଭାର ।
କଟକ,୨୨/୧୧/୨୦୨୪ ( ଓଡିଶା ସମାଚାର /ଅଭୟ ଜେନା) – ଆସନ୍ତାକାଲି ଶନିବାର ଓଡ଼ିଆ ଙ୍କ ମହାନ ପର୍ବ ପ୍ରଥମାଷ୍ଟମୀ । ପରମ୍ପରା ଅନୁଯାୟୀ ଜ୍ୟେଷ୍ଠ ସନ୍ତାନ ମାନଙ୍କୁ…
ବରିଷ୍ଠ ଓଏଏସ୍ ଅଧିକାରୀ ସ୍ତରରେ ଅଦଳବଦଳ
ଭୁବନେଶ୍ୱର, ୧୦ /୦୧/୨୦୨୪ (ଓଡ଼ିଶା ସମାଚାର)- ମଙ୍ଗଳବାର ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ…
ରାଷ୍ଟ୍ରୀୟ ଲୋକ ଅଦାଲତ ୧୪ରେ
କେନ୍ଦ୍ରାପଡ଼ା, ୦୩/୯/୨୦୨୪ (ଓଡ଼ିଶା ସମାଚାର)- ଜନସାଧାରଣଙ୍କୁ ବିନାମୂଲ୍ୟରେ ଆଇନ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ । ରାଷ୍ଟ୍ରୀୟ ଆଇନ…
