ଧାର୍ମିକ ବ୍ୟକ୍ତିଙ୍କ ପରଲୋକ

କଳାହାଣ୍ଡି,୦୭/୦୧/୨୦୨୫ (ଓଡ଼ିଶା ସମାଚାର ରାକେଶ ବେମାଲ) -କଳାହାଣ୍ଡି ଜିଲ୍ଲାର ପୁର୍ବତନ ଜିଲ୍ଲା ନାଜିର,ତହସିଲର ମୁଖ୍ୟ କିରାଣୀ ଇନ୍ଦ୍ର ଦିଶାରୀଙ୍କ ( ୭୫) ପରଲୋକ ହୋଇଯାଇଛି । ଜୟପାଟଣା ବ୍ଳକ ଅନ୍ତର୍ଗତ କୋଟପାଡ଼ି ଗ୍ରାମର ଶ୍ରୀ ଦିଶାରୀ ଜଣେ ଶାନ୍ତ, ଅମାୟିକ, ମିଷ୍ଟଭାଷୀ ଏବଂ ଧାର୍ମିକ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ । ଦୀର୍ଘ ଦିନ ଧରି ପାରକିନ ସନ ରୋଗରେ ପିଡୀତ ହୋଇ ଚିକିତ୍ସା ଧୀନ ଥିଲେ । ଏକମାତ୍ର ପୁତ୍ର ଶଙ୍କର ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *