ପୁଣି ତିଖିରି ସରପଂଚ ଚାମେଲି ଓଝା: ଅନାସ୍ଥା ପ୍ରସ୍ତାବ ଖାରଜକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା 

କଟକ ସଦର,୨୫/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତ ସରପଂଚ ଚାମେଲି ଓଝାଙ୍କୁ ବିବାଦ ପିଛା ଛାଡୁନି। ପୁଣି ଚର୍ଚ୍ଚାରେ ଚାମେଲି।ଚାଲେଲି ଓଝାଙ୍କ ଅନାସ୍ଥା ପ୍ରସ୍ତାବକୁ ହାଇକୋର୍ଟ ସିଙ୍ଗିଲ୍ ଵେଞ୍ଚ ଖାରଜ କରିଦେଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ଦୁଇଜଣ ୱ।ର୍ଡ ସଭ୍ୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ହାଇକୋର୍ଟ ମାମଲା କୁ ଗ୍ରହଣ କରି ଚାମେଲି ଓ ଅନ୍ୟ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଦେଇଛନ୍ତି।

Leave a Reply

Your email address will not be published. Required fields are marked *