ଚିତ୍ରକଳା,ନୃତ୍ୟକଳା, ସଂଗୀତ ସାଧନାର ଅପୂର୍ବ ସମାରୋହ : ସୁଶ୍ରୀ ଉତ୍ପର୍ଣ୍ଣା ମିଶ୍ର ।

ଭୁବନେଶ୍ବର,୧୨/୧୨/୨୦୨୩(ଓଡ଼ିଶା ସମାଚାର) : ଅନେକଙ୍କ ମଧ୍ୟରେ ଜଣେ ଅନନ୍ୟ ନୃତ୍ୟଶିଳ୍ପୀ,ଚିତ୍ରଶିଳ୍ପୀ,କଣ୍ଠଶିଳ୍ପୀ ଓ ମେଧା ଛାତ୍ରୀ ହେଉଛନ୍ତି  ସୁଶ୍ରୀ ଉତ୍ପର୍ଣ୍ଣା ମିଶ୍ର । ଇଞ୍ଜିନିୟର ଉତ୍ପଳ କୁମାର ମିଶ୍ର,ଇଂ.ବାଗ୍ମୀ ରଥଙ୍କ ପୁତ୍ରୀ ୨୦୧୧ ସାଲରେ ପୁରୀ ରୋଡ, ଭୁବନେଶ୍ବର ଉପକଣ୍ଠ ସିଉଳା ଗ୍ରାମ ପୂରୀ ଜିଲ୍ଲାରେ ତାଂକ ଜନ୍ମ । ଅଧୁନା ନ୍ୟୁଜିଲାଣ୍ଡର ଅକଲାନ୍ଦ୍ ସହର ସ୍ଥିତ ରେମୁଇରା ଇଣ୍ଟରମିଡିଏଟ ସ୍କୁଲର ଛାତ୍ରୀ । ବହୁ ମଞ୍ଚରେ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଛି । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *