ଆଦର୍ଶ ଶିକ୍ଷାବିତ୍ ବୁବୁନ୍ ପ୍ରଧାନଙ୍କୁ ରାଜଧାନୀରେ ସମ୍ୱର୍ଦ୍ଧନା ।

କଟକ, ୧୫/୭/୨୦୨୪ (ଓଡ଼ିଶା ସମାଚାର)- ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଜରଙ୍ଗୀ ଅର୍ଗାନାଇଜେସନ କଟକର ସଭ୍ୟ ତଥା ନାଏଇସ  ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଶିକ୍ଷାବିତ୍ ଵୁବୁନ୍ ପ୍ରଧାନଙ୍କୁ ୱାଲ୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ୍ ପକ୍ଷରୁ  ଇଣ୍ଟରନେସନାଲ୍ ଏଜୁକେସନାଲ୍ ଆୱାର୍ଡ ପ୍ରଦାନ କରାଯାଇଛି । ବୁବୁନ୍ ଜଣେ ଯୁବ ସୁଲଭ ପ୍ରତିଭା,ପ୍ରଯୁକ୍ତି ବିଦ୍ୟାରେ ଉଚ୍ଚ ସ୍ତରୀୟ ଗବେଷକ,ସମାଜସେବୀ,ରକ୍ତଦାତା ଓ ଆଦର୍ଶ ଶିକ୍ଷାବିତ୍ । ସେ ଆଇଟି ବିଭାଗ ତଥା ଡିଜିଟାଲ ଶିକ୍ଷା ଉପରେ ସମାଜରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା  ଦିଗରେ ଶତତ ଚେଷ୍ଟିତ ।

Leave a Reply

Your email address will not be published. Required fields are marked *