ପ୍ରାଥମିକ ଚିକିତ୍ସା ସହ ରୋଡ଼ ସେଫ୍ଟି ତାଲିମ ପ୍ରଦାନରେ ବ୍ରତୀ  ସାମାଜିକ କର୍ମୀ ଦୀପକ ।

କଟକ, ୬/୭/୨୦୨୪ (ଓଡ଼ିଶା ସମାଚାର)-ବହୁମୁଖୀ ପ୍ରତିଭା ଦୀପକ ଚୌଧୁରୀ ଏକ ପରିଚିତ ବ୍ୟକ୍ତିତ୍ଵ । ରକ୍ତଦାନ ସେବା,ଦୁଇ ହଜାରରୁ ଅଧିକ ସ୍କୁଲ୍ ଛାତ୍ରଛାତ୍ରୀ ଓ ଇଣ୍ଡଷ୍ଟ୍ରିଜ୍ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ,ରୋଡ଼ ସେଫ୍ଟି ଶିକ୍ଷା ପ୍ରଦାନ କରିବାରେ ସିଦ୍ଧହସ୍ତ । ଏସସିବି କଟକ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସେବା,ପ୍ରାକୃତିକ ଦୁର୍ବିପାକରେ ସେବା ପ୍ରଦାନ ଏପରିକି ପୂର୍ବତନ ରାଜ୍ୟପାଳ ଗଣେଷୀ ଲାଲ ଜୀଙ୍କ ସହ ମିଶି ତିତିଲି,ଫନି,ଅମ୍ଫନରେ ସେବା ଯୋଗାଇଛନ୍ତି । ଅନନ୍ୟ ସେବା ପାଇଁ ୨୦୧୬ ରେ ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ଵାର ରାଷ୍ଟ୍ରପତି ଭବନରେ   ଓଡିଶାରୁ ପ୍ରତିନିଧିତ୍ୱ କରି ଯୋଗଦାନ କରି ଆମ ରାଜ୍ୟ ପାଇଁ ଗୌରବ ଆଣି ପାରିଛନ୍ତି ।

Leave a Reply

Your email address will not be published. Required fields are marked *