ଭୁବନ ବିଜୁ ଯୁବ ଛାତ୍ର ସାଙ୍ଗଠନିକ ବୈଠକ

ଭୁବନ, ୧୬/୦୫/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଛାତ୍ର ବିଜେଡ଼ି ସଭାପତି ବୁବୁ ବେହେରା ଙ୍କ ନେତୃତ୍ୱ ରେ ଆଜି ମା ହିଙ୍ଗୁଳା ଙ୍କ ପୀଠରେ ଏକ ବିରାଟ ସମାବେଶ ଆୟୋଜନ ହୋଇଥିଲା ଭୁବନ ଏନ୍ ଏ ସି ର ପ୍ରାୟ ୪୦୦ ରୁ ଉର୍ଦ୍ଧ ଛାତ୍ର ଯୋଗଦେଇ କାର୍ୟ୍ୟକ୍ରମ କୁ ସଫଳ କରିଥିଲେ । ଅତିଥି ରୂପେ ସାଂସଦ ପ୍ରାର୍ଥି ଡ଼ଃ ଅବିନାଶ ସାମଲ ଏବଂ ବିଧାୟକ ପ୍ରାର୍ଥି ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ନିର୍ବାଚନ ରେ ଛାତ୍ର ମାନଙ୍କ ଭୂମିକା ଉପରେ ଗୁରୁତ୍ବ ଦେଇଥିଲେ ।ଅନ୍ୟତମ ଅତିଥି ରୂପେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ,ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ଛାତ୍ର ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୀବ ପୃଷ୍ଟି , ଜିଲ୍ଲା ସମ୍ପାଦକ ଟିଟୁ ଦାସ ,ଯୁବ ବିଜେଡ଼ି ସଭାପତି ସନ୍ଦୀପ ପୃଷ୍ଟି ,ବିଜୟ ଦାସ, ରଶ୍ମିରଞ୍ଜନ ଗୁରୁ,ଆକାଶ ମିଶ୍ର,ରାକେଶ ପୃଷ୍ଟି, ସଚିନ ପୃଷ୍ଟି, ଲିପୁନ ସାହୁ, ରଜତ ଦାସ, ସନ୍ତୋଷ ବେହେରା , ମାୟାଧର ସାହୁ, ପ୍ରୀୟଂସୁ ମହାନ୍ତି, ସିଲୁ ସାହୁ, ଦିବ୍ୟ ନାୟକ ତେଜସ୍ଵୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ ଏବଂ ମିଶ୍ରଣ ପର୍ବ ରେ ସୁବ୍ରତ ପୃଷ୍ଟି ଙ୍କ ନେତୃତ୍ୱ ରେ ବିଜେପି ଛାଡ଼ି ୨୫ ଜଣ ସକ୍ରିୟ ସଦସ୍ୟ ବିଜେଡି ରେ ଯୋଗ ଦେଇଥିଲେ । ଜୀବନଜ୍ୟୋତି ପୃଷ୍ଟି ,ଚିନ୍ମୟ ଦାସ, ଶିବପ୍ରସାଦ ମହାନ୍ତି, ସିପୂଲ୍ ଦାସ, ସୂର୍ୟ୍ୟକାନ୍ତ ବେହେରା, ରୀଙ୍କୁ ପୃଷ୍ଟି, ବିଶ୍ୱଜିତ୍ ନାୟକ, ଆଶିଷ ପ୍ରସାଦ,ଶୁଭେନ୍ଦୁ ସାହୁ,ବିକାଶ ବନ,ତପନ ସେଠୀ,ମାନସ ପୃଷ୍ଟି, ମିଲୁ ଦାସ, ସୌମ୍ୟ ନନ୍ଦୀ, ସିତୁନ ମିଶ୍ର, କାର୍ତ୍ତିକ ନନ୍ଦୀ, ମୁନା ନାୟକ, ଚନ୍ଦନ ପୋଥାଳ ,ହରିଶ୍ ପୋଥାଳ,ସରୋଜ ପୃଷ୍ଟି, ଅମରି ନାୟକ, ଆକାଶ ଦାସ, ଓକିଲୀ ନାୟକ, ସଞ୍ଜୟ ନାୟକ,ରାକେଶ ବାରିକ, କୃଷ୍ଣ ସାହୁ, ଟୁଲୁ ପୃଷ୍ଟି, ରାକେଶ ନାୟକ , ଅଜିତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *