ମା ମଙ୍ଗଳା ଙ୍କୁ ପୂଜା କରି ବରୀ ପାଇଁ ଟିକେଟ କୋନା କଲେ ସୁନନ୍ଦା ପତି ।

ଯାଜପୁର,୦୯/୦୪/୨୦୨୪ (ଓଡ଼ିଶା ସମାଚାର)- ବରୀ ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଆଶା ରଖିଥିବା ବରୀ ମାଟିର ଝିଅ ସୁନନ୍ଦା କୁମାରୀ ପତି ଆଜି ବରୀ ଗସ୍ତ କରିବା ସମୟରେ ଗୋଳକୁଣ୍ଡ ର ଆରାଧ୍ୟା ଦେବୀ ମା ମଙ୍ଗଳା ଙ୍କ ନିକଟରେ ପୂଜା କରିବା ସହ ମାଙ୍କୁ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ଚଳିତ ଥର ପାଇଁ ବରୀ ବିଜେଡି ପକ୍ଷରୁ ପ୍ରାର୍ଥୀ କରିବା ପାଇଁ ପ୍ରାର୍ଥନା କରିଥିଲେ ଓ ବରୀ ବାସୀଙ୍କ ଶୁଭ ମପାସୀ ମାଙ୍କ ନିକଟରେ ଦ୍ଵିପ ପ୍ରଦାନ କରିଥିଲେ ।
ବିଜୁ ବାବୁ ଙ୍କ ଆଦର୍ଶ ଓ ନବୀନ ବାବୁ ଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ୟ୍ୟକୁ ସେ ସମଗ୍ର ରାଜ୍ୟରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି । ତାଙ୍କ ସ୍ଵାମୀ ସୁଶାନ୍ତ ମିଶ୍ର ମଧ୍ୟ ଦଳ ପାଇଁ ବହୁତ୍ କାର୍ୟ୍ୟ କରି ଦଳ ଓ ସଙ୍ଗଠନ କୁ ମଜବୁତ୍ ରଖୁଛନ୍ତି । ସେ ନିଜର ସୁବିଧା ପାଇଁ ନୁହଁ ବରୀ ର ବିକାଶ ପାଇଁ ଏହି ଟିକେଟ ଦୌଡ଼ ରେ ଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *