ଡ଼େରା କୋଲିଆରୀ ସରକାରୀ ହାଇସ୍କୁଲ ର ୧୯୯୪ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କର ଏକ ବନ୍ଧୁ ମିଳନ

ଭୁବନେଶ୍ୱର, ୦୧/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅନୁଗୁଳ ଡ଼େରା କୋଲିଆରୀ ସରକାରୀ ହାଇସ୍କୁଲ ର ୧୯୯୪ ମାଟ୍ରିକ୍ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ କଳ୍ପନା ଛକସ୍ଥିତ ହୋଟେଲ ପୁଷ୍ପକ ଠାରେ ଏହି ବନ୍ଧୁ ମଳିନ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁ ମିଳନ ରେ  ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଗତିକା ରଥ, ଇଂ ମମତା ବିଶ୍ୱାଳ, ରୁବୀନା ଧଳ, ପଂଚାନନ ସାହୁ,ଅନୀଲ ସାହୁ, ମୁନକି, ନନ୍ଦା ପ୍ରମୁଖ ଯୋଗ ଦେଇ ଦୀର୍ଘ ବର୍ଷ ବର୍ଷ ତଳର ଛାତ୍ର ସମୟର ଅନୁଭୂତି ସହିତ ପରସ୍ପର ସୁଖ ଦୁôଃଖ ର ଭାବ ବିନିମୟ କରିଥିଲେ ।

Leave a Reply

Your email address will not be published. Required fields are marked *