ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର, ୩୦ /୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡ଼ିଛନ୍ତି। ଅନୁଭବ ମହାନ୍ତି ନିଜର ଇସ୍ତଫାପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ସିନେ ତାରକାମାନେ ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପ୍ରଥମେ ଅରିନ୍ଦମ ରାୟ ବିଜେଡି ରୁ ଇସ୍ତଫା ଦେଲେ । ତାଙ୍କ ପରେ ସିଦ୍ଧାନ୍ତ ମହାପାତ୍ର ଓ  ଆକାଶ ଦାସ ନାୟକ ମଧ୍ୟ ବିଜେଡି ରୁ ଇସ୍ତଫା ଦେଲେ । ଏବେ ଅନୁଭବ ମହାନ୍ତି ବି ବିଜେଡି ଛାଡ଼ିଛନ୍ତି।

Leave a Reply

Your email address will not be published. Required fields are marked *