ଦ ମିରର୍ ସୋସିଆଲ ଫାଉଣ୍ଡେସନ ତରଫ ରୁ ଦନ୍ତ ଚିକିତ୍ସକ ଦିବସ ପାଳନ

ରାଉରକେଲା,୦୬/୦୩/୨୦୨୪ (ଓଡ଼ିଶା ସମାଚାର)- ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ଆଶାଦୀପ୍ ଆଶ୍ରମ ରେ ଜାତୀୟ ଦନ୍ତ ଚିକିତ୍ସକ  ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଶାଦୀପ୍ ଆଶ୍ରମ ର ଅନ୍ତେବାସୀଙ୍କ ମାନଙ୍କ ପାଇଁ ଜଳଖିଆ  ର ବନ୍ଦୋବସ୍ତ କରାଯାଇଥିଲା । ଏଠାରେ ସମସ୍ତ ମେମ୍ବର ଉପସ୍ଥିତ ରହି ସାହାଯ୍ୟ ର ହାତ ବଢାଇଥିଲେ । ସମସ୍ତ କାର୍ୟ୍ୟକର୍ତା ଅଂଶଗ୍ରହଣ କରି କାର୍ୟ୍ୟକ୍ରମ କୁ ସଫଳ କରାଇଥିଲେ ।  ଡକ୍ଟର ସୌଭାଗ୍ୟ ଜେନା, ସବ୍ୟ ଦାଶ୍ , ଅଶୋକ ଦକ୍ଷିଣ ରାୟ , ପ୍ରୀତି ମିଶ୍ରା , ଟୋନି ତ୍ରିପାଠୀ , ରାଜଲକ୍ଷ୍ମୀ ପାତ୍ର, ରାଜିବ ପଲାଇ ପ୍ରମୁଖ  ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *