ମାହାଙ୍ଗା, ୦୨/୦୩/୨୦୨୪(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭାଉଁରିଆ ପଞ୍ଚାୟତ ନହଙ୍ଗ ଗ୍ରାମ ର ଜଗବନ୍ଧୁ ରାଉତ ଙ୍କ ଏକ କେସ ର ଦଫା କୋହଳ କରିବା ପାଇଁ ଭଦ୍ରେଶ୍ଵର ଥାନାର ଏ.ଏସ.ଆଇ ଆଲୋକ କୁମାର ଷଡ଼ଙ୍ଗୀ ୮୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ହାତରେ ଧରା ପଡ଼ି ଛନ୍ତି । ଏହି ଘଟଣା ରେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛନ୍ତି ।
ଭିଜିଲାନ୍ସ ଜାଲରେ ଭଦ୍ରେଶ୍ୱର ଥାନା ଏ ଏସ ଆଇ
