ଘଟଗାଁ : ରଜ ସଂକ୍ରାନ୍ତିରେ ଚତୁର୍ଥ ଶତାବ୍ଦୀର ସଜୀଵ ପ୍ରତୀକ ପର୍ଯ୍ୟଟନ କ୍ଷେତ୍ର ସୀତାବିଞ୍ଜ ଉତ୍ସବ ମୁଖର
ଘଟଗାଁ,୧୫/୦୬/୨୦୨୬(ଓଡିଶା ସମାଚାର/ଚନ୍ଦ୍ରଶେଖର ସାହୁ)-ରଜ ସଂକ୍ରାନ୍ତିରେ ପୌରାଣିକ ପୀଠ ତଥା ପୁରାତନ ସ୍ମାରକୀ ଚତୁର୍ଥ ଶତାବ୍ଦୀର ଶୈଳ ଚିତ୍ରାଙ୍କନ ଏବଂ ଅମୁଲ୍ୟ ପ୍ରତ୍ନତତ୍ତ୍ୱ ଶିଳା ବିଶେଷର ସଜୀଵ ପ୍ରତୀକ…
