ରଥଯାତ୍ରା ପୂର୍ବରୁ ପୁରୀରେ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି “ସମର୍ପଣ”ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

 ‘ଡିଜିଟାଲ ହୁଣ୍ଡି – ସମର୍ପଣ’ ଆପ୍– ଘରେ ରହି ମହାପ୍ରଭୁଙ୍କୁ ଦାନ କରିପାରିବେ ଶ୍ରଦ୍ଧାଳୁ ସ୍ୱଚ୍ଛ, ସହଜ ଓ ସମୟ ଉପଯୋଗୀ ବ୍ୟବସ୍ଥା କୋଟି କୋଟି ଜଗନ୍ନାଥ…

ବୌଦ୍ଧ ଐତିହ୍ୟ ଏବଂ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ସୁଦୃଢ଼ କରିବା ପାଇଁ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ

ଏହି ମିଳିତ ସହଯୋଗ ସାରା ବିଶ୍ୱର ପର୍ଯ୍ୟଟକମାନଙ୍କ ପାଇଁ  ଆଧ୍ୟାତ୍ମିକ ଅନୁଭୂତି ସୃଷ୍ଟି କରିବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ବୁଝାମଣାପତ୍ର ସାଂସ୍କୃତିକ ସଂରକ୍ଷଣ ଦିଗରେ ଏକ…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ଅଧୀନରେ ଆସନ୍ତା ୧୫ ଜୁଲାଇ ୨୦୨୬ ରୁ ୧୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ ଭୁବନେଶ୍ୱର,୧୪/୦୭/୨୦୨୬…

ଓଡ଼ିଶୀର କିମ୍ବଦନ୍ତୀଙ୍କ ଚିରସ୍ଥାୟୀ ଉତ୍ତରାଧିକାରକୁ ସମ୍ମାନ ଜଣାଇ ୭୮ତମ ଗୁରୁ ଡ଼. ଗଙ୍ଗାଧର ପ୍ରଧାନ ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର,୧୦/୦୭/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ଓଡ଼ିଶୀ ନୃତ୍ୟର କିମ୍ବଦନ୍ତୀ ଗୁରୁ, ଦୂରଦର୍ଶୀ ଅନୁଷ୍ଠାନ ନିର୍ମାତା ଏବଂ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଗୁରୁ ଡ଼. ଗଙ୍ଗାଧର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ…

ଆଷାଢ଼ ମାସ ଶେଷ ଗୁରୁବାର ମା’  ତାରିଣୀଙ୍କ ମନ୍ଦିର ବନ୍ଦ ରହିବ         

ଘଟଗାଁ, ୧୦/୦୭/୨୦୨୬ (ଓଡ଼ିଶା ସମାଚାର)-ଘଟଗାଁ ମା’ତାରିଣୀ ଠାକୁରାଣୀଙ୍କ ମନ୍ଦିର ଆଷାଢ ମାସ ଶେଷ ଗୁରୁବାର ଦିନ ବନ୍ଦ ରହିବ । ଆଷାଢ ମାସ ଶେଷ ଗୁରୁବାର  ମା’ତାରିଣୀ…

ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା – – ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ମହାପ୍ରଭୁଙ୍କ ନିକଟରେ ସମର୍ପଣ ମନୋଭାବ ନେଇ ସମନ୍ୱୟ ରକ୍ଷା ସହିତ ଅଧିକାରୀ, କର୍ମଚାରୀ ଓ ସେବକ ବନ୍ଧୁମାନେ ରଥଯାତ୍ରା ପରିଚାଳନା କରିବାକୁ…

ପୂଜା ପାଇବେ ପଟିଦିଅଁ                 

ପୁରୀ,୩୦/୦୬/୨୦୨୬ (ଓଡ଼ିଶା ସମାଚାର)- ପବିତ୍ର ଦେବସ୍ନାନପୂର୍ଣ୍ଣିମାରେ  ସ୍ନାନମଣ୍ଡପରେ  ଜଳସ୍ନାନ କରିବା ପରେ ଦାରୁବିଗ୍ରହମାନେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ।ଏହି ସମୟରେ ଶ୍ରୀଜିଉଙ୍କ ବଦଳରେ ଶ୍ରୀମନ୍ଦିରରେ ପଟିଦିଅଁ…

ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ 

ପୁରୀ, ୩୦/୦୬/୨୦୨୬ (ଓଡ଼ିଶା ସମାଚାର)- ସ୍ନାନବେଦୀରେ  ମହାପ୍ରଭୁଙ୍କ ଦର୍ଶନ ପାଇଁ  ଗତ କାଲି  ପୂର୍ବାହ୍ନରେ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ…

ଆଜିଠୁ ଅଲାରନାଥରେ ଅଣସର ଦର୍ଶନ

ବ୍ରହ୍ମଗିରି, ୩୦/୦୬/୨୦୨୬ (ଓଡ଼ିଶା ସମାଚାର)- ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ଅଣସର ଯୋଗୁ ଶ୍ରୀମନ୍ଦିରରେ ଦର୍ଶନରୁ ବଂଚିତ ହେବେ ଭକ୍ତ…

ନେମାଳ ଦେବସ୍ନାନ ପୁର୍ଣିମା ଯାତ୍ରା ନିମନ୍ତେ ବ୍ୟାପକ ଟ୍ରାଫିକ ମାର୍ଗଦର୍ଶିକା

ନେମାଳ,୨୮/୦୬/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )କଟକ ଜିଲ୍ଲା ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାପ୍ରୟାଣ ଦିବସ ମହୋତ୍ସବ ଓ ଦେବସ୍ନାନ ପୁର୍ଣିମା ବାଲିଯାତ୍ରା, ୨୯ ତାରିଖ ସୋମବାର…