ନିର୍ବାଚନ ପାଇଁ ଏକାଠି ହେଲେ  କଂଗ୍ରେସ କର୍ମୀ

 ନିରାକାରପୁର, ୧୪/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ   ରାମେଶ୍ବର, ନିରାକାରପୁର, ଓ ଲେଣ୍ଡୁ ପଞ୍ଚାୟତର ଯୁବକ ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ…

କେସିଙ୍ଗା ବ୍ଲକ ନାସିଗାଁ ପଞ୍ଚାୟତରେ ବିଜେଡି ର ବୈଠକ

ଭବାନୀପାଟଣା,୧୪/୦୩/୨୦୨୪ (ଓଡ଼ିଶା ସମାଚାର)- ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ନାସିଗାଁ ପଞ୍ଚାୟତର ନାସିଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ…

ଆପଣଙ୍କ ଆଶିର୍ବାଦ ରହିଲେ ମୁଁ ପାଟକୁରା ଦାୟିତ୍ୱ ନେବି – ଅରବିନ୍ଦ  

ଗରଦପୁର, ୧୨/୦୩/୨୦୨୪ (ଓଡ଼ିଶା ସମାଚାର)-ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁତ୍ର ଅରବିନ୍ଦ ମହାପାତ୍ର ନୂତନ କରି ବିଜେଡ଼ିରେ ମିଶିବା ପରେ ଆଜି ପ୍ରଥମ କରି ପାଟକୁରା ର…

କେସିଙ୍ଗା ବ୍ଲକ କୁଣ୍ଡାବନ୍ଦ ପଞ୍ଚାୟତରେ ବିଜେଡି ର ବୈଠକ

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ଯୁବନେତା ମଣ୍ଟୁ ନାଏକ କେସିଙ୍ଗା ୧୨/୦୩/୨୦୨୪ (ଓଡ଼ିଶା ସମାଚାର)-ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ କୁଣ୍ଡାବନ୍ଦ ପଞ୍ଚାୟତର…

ଖାନନଗର ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦଶରଥପୁର,୧୦/୦୩/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ଖାନନଗର ପଞ୍ଚାୟତରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ପିସିସି ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ହେଲେ କେନ୍ଦ୍ରାପଡାର ସୟଦ ଅବଦୁଲ ସତାର

କେନ୍ଦ୍ରାପଡ଼ା, ୧୦/୦୩/୨୦୨୪ (ଓଡ଼ିଶା ସମାଚାର)- ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ଭାବେ କେନ୍ଦ୍ରାପଡା ସଂଖ୍ୟାଲଘୁ ସଂପ୍ରଦାୟର ବରିଷ୍ଠ ନେତା ସୟଦ ଅବଦୁଲ…

ମେଣ୍ଟ ରାଜନୀତିକୁ ନେଇ କଟକ ସଦରରେ ଵିଜେଡି ଵିଜେପି ର ଗୁମସୁମ ପରିସ୍ଥିତି, କଂଗ୍ରେସ ଉତ୍ସାହିତ

କଟକ ସଦର , ୦୭/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଵିଜେପି ଓ ଵିଜେଡି ମଧ୍ୟରେ ମେଣ୍ଟ ହେଉଥିବା ଅସମର୍ଥିତ ଭାବେ ଜଣା ପଡ଼ିବା ପରେ କଟକ…

ନବୀନ ନିବାସରେ ବିଜେଡିର ଗୁରୁତ୍ୱୂର୍ଣ୍ଣ ବୈଠକ

ଯୋଗଦେଲେ ୨୦ରୁ ଅଧିକ ବରିଷ୍ଠ ନେତା – ୧୫ ବର୍ଷ ପରେ ବିଜେଡି-ବିଜେପି ମେଂଟ ନେଇ ଚର୍ଚ୍ଚା ଜୋର ଧରିଲା ଭୁବନେଶ୍ୱର,୦୬/୦୩/୨୦୨୪ (ଓଡ଼ିଶା ସମାଚାର)-ସାଧାରଣ ନିର୍ବାଚନ ଓ…

ବିଜେପିର ଗାଁ କୁ ଚାଲ ଅଭିଯାନ ଜନସମ୍ପର୍କ ପଦଯାତ୍ରା

 ନିରାକାରପୁର, ୦୬/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବଡ଼ପୋଖରିଆ ମଣ୍ଡଳ ଅଚ୍ୟୁତପୁର ପଞ୍ଚାୟତରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡେଇତରାୟ ଙ୍କ ନେତୃତ୍ୱରେ ଗାଁ…

ଯାଜପୁର ଏମ୍ ପି ପାଇଁ ବିଜେପି ବରୀ ର ଯୁବ ସମାଜସେବୀ ,ଆଇନଜୀବି ସୁମନ୍ତ ମଲ୍ଲିକ ଆଶାୟୀ 

ଯାଜପୁର,୦୬/୦୩/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି ଯାଜପୁର ସାଂସଦ ପ୍ରାର୍ଥି ଆଶାୟୀ ତାଲିକାରେ ମଧୁସୁଦନ ଆଇନ୍ ବିଶ୍ଵବିଦ୍ୟାଳୟ ର ପୂର୍ବତନ ଛାତ୍ର ନେତା ତଥା ଓଡ଼ିଶାର…