୩ନଂ ଜୋନରେ ବିଜେଡିର ପ୍ରଚାର ଜୋରଦାର, ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ ନିବେଦନ

ନିରାକାରପୁର, ୧୬/୦୫/୨୦୨୪ (ଓଡ଼ିଶା ସମାଚାର)- ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ୩ ନଂ ଜୋନରେ ବିଜେଡି ତରଫରୁ ପ୍ରଚାରକୁ ଜୋରଦାର କରାଯାଇଛି। ଆଜି ଖୋରଧା ବ୍ଲକ ଅନ୍ତର୍ଗତ…

ଜିଲା ପ୍ରଶାସନ ଶାସକଦଳର ହାତ ବାରିଶୀ ସାଜିଛି : ବିଜେପି

କେନ୍ଦ୍ରାପଡ଼ÿା, ୧୬/୦୫/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗରାପୁର ସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବିଜେପିର…

ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାକୁ କଠୋର ଶବ୍ଦରେ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ

ଶାସକ ଦଳ ହାରିବା ଭୟରେ ହିଂସାକୁ ଅବଲମ୍ବନ କରୁଛି – ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର, ୧୬/୦୫/୨୦୨୪ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଅଭାବନୀୟ ପ୍ରାକ୍ ନିର୍ବାଚନୀ…

ଅମିତ୍ ଶାହା ଙ୍କୁ ଭେଟିଲେ କଟକ ସଦର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠି, ଶୁକ୍ରବାର ପ୍ରଚାରକୁ ଆସିବେ ହେମାମାଳିନୀ 

କଟକ ସଦର, ୧୬/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକାଲି ବୁଧବାର ଅପରାହ୍ନରେ କଟକରେ ଚାଲିଥିବା ବିଜେପିର ରଣନୀତିଜ୍ଞ, ଚାଣକ୍ୟ, ଦେଶର ଗୃହ ମନ୍ତ୍ରୀ ଅମିତ୍ ଶାହା…

କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀଙ୍କୁ ଦେଢ଼ ବର୍ଷ ଭିତରେ ଜମା ଟଙ୍କା ଫେରସ୍ତ ଦିଆଯିବ – ଅମିତ୍ ଶାହା 

କଟକ ସଦର ,୧୫/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ରାଜ୍ୟରେ ବିଜେପି ସରକାର ଗଢିବାର ଦେଢ଼ ବର୍ଷ ଭିତରେ ଜମା ଟଙ୍କା ଫେରସ୍ତ…

କଟକ ସଦର ରାଜନୀତି: ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ର ସାରଥି ଗଡ଼ ରକ୍ଷା କରିବାକୁ ଉଦ୍ୟତ, ବିଜେପି ପ୍ରାର୍ଥୀ ପ୍ରକାଶଙ୍କ ‘ କର ବା ମର’ ଉଦ୍ୟମ

କଟକ ସଦର , ୧୫/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା ୨୫ ରେ ଭୋଟ । ଆଉ ମାତ୍ର ହାତରେ ୧୦ ଦିନ। ଏଥିରେ କଟକ…

କେନ୍ଦ୍ରାପଡା ସାଂସଦ ଭାବେ ଜିତିଲେ ଲୋକଙ୍କ ଋଣଛାଡ କରାଯିବ- ସୁପ୍ରଭା

କେନ୍ଦ୍ରାପଡ଼ା, ୧୪/୦୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଲୋକସଭା ଆସନ ନିମନ୍ତେ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ସୁପ୍ରଭା ଦାସ ଗଣମାଧ୍ୟମକୁ କହିଛନ୍ତି ଯେ…

ଲୋକସଭା ପାଇଁ ୫ ଓ ବିଧାନସଭା ପାଇଁ ୨୧ ନାମାଙ୍କନ ଦାଖଲ

କେନ୍ଦ୍ରାପଡ଼ା, ୧୪/୦୫/୨୦୨୪ (ଓଡ଼ିଶା ସମାଚାର)- ନାମାଙ୍କନ ପତ୍ର ଦାଖଲର ଅଷ୍ଟମ ତଥା ଶେଷ ଦିବସରେ କେନ୍ଦ୍ରାପଡା ଜିଲାର ୧୦୦-ମହାକାଳପଡା ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ…

ଖୋର୍ଦ୍ଧା ପୌରାଞ୍ଚଳ ରେ ବିଜୁ ଜନତା ଦଳପକ୍ଷ ରୁ ନିର୍ବାଚନୀ ପଦ ଯାତ୍ରା

ଖୋର୍ଦ୍ଧା, ୧୪/୦୫/୨୦୨୪ (ଓଡ଼ିଶା ସମାଚାର)- ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୌରାଞ୍ଚଳ ରେ ବିଜୁ ଜନତା ଦଳପକ୍ଷ ରୁ ନିର୍ବାଚନୀ ପଦ ଯାତ୍ରା ଆରମ୍ଭ ହୋଇଛି…