ବାଲୁେଙ୍କଶ୍ୱର ବିଦ୍ୟାପୀଠର ୧୯୯୪ମାଟ୍ରିକ ବ୍ୟାଚ ବନ୍ଧୁମିଳନ
କେନ୍ଦ୍ରାପଡ଼ା,୨୬/୦୪/୨୦୨୪(ଓଡ଼ିଶା ସମାଚାର)-ବାଲୁେଙ୍କଶ୍ୱର ବିଦ୍ୟାପୀଠ,ବଳଭଦ୍ରପୁରର ୧୯୯୪ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ନିକଟସ୍ଥ ଶାରଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମହିମା ପ୍ରକାଶ ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
