ଆଇଜେଏଫ୍ ଛତିଶଗଡ଼ ଶାଖା ପୁର୍ନଗଠନ  

ସାମ୍ୱାଦିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ କାର୍ଯ୍ୟକାରୀ ହେଉ ଭୁବନେଶ୍ୱର,୦୫/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଇଣ୍ଡିଆନ ଜର୍ଣ୍ଣାଲିଷ୍ଟସ୍ ଫେଡେରେସନ (ଆଇଜେଏଫ୍‌)ର ଛତିଶଗଡ଼ ରାଜ୍ୟ ଶାଖା ପୁର୍ନଗଠନ ହୋଇଛି…

୭୮୬ଲିଟର ଚୋରାମଦ ଜବତ, ୮ଗିରଫ

କେନ୍ଦ୍ରାପଡ଼ା,୦୫/୦୫/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲାର କୁଦାନଗରୀ,କେନ୍ଦ୍ରାପଡ଼ା ସଦର,ନିକିରେଇ,…

ନିଖୋଜ ନାବାଳକ ଅଂଶୁମାନ ପରିଡ଼ାର ସନ୍ଧାନ ପାଇଁ ପୁରସ୍କାର ରାଶି ବଢ଼ିଲା

ପୋଲିସ ପକ୍ଷରୁ ପୁରସ୍କାର ରାଶି ୫୦ ହଜାର ଘୋଷଣା କଟକ ସଦର,୦୫/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ ଵୈୟାଳିସମୈ।ଜା ଥାନା ଅନ୍ତର୍ଗତ କଳପଡା ପଞ୍ଚାୟତ ତଥା…

ଉପମୁଖ୍ୟମନ୍ତ୍ରୀଙ୍କ ସହ ଜାତିସଂଘର ଆବାସିକ ସମନ୍ୱୟକାରୀଙ୍କ ସୌଜନ୍ୟମୂଳକ ସାକ୍ଷାତ

 କୃଷି, ପର୍ଯ୍ୟଟନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ଭୁବନେଶ୍ୱର, ୦୫/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତରେ ଜାତିସଂଘର ଆବାସିକ ସମନ୍ୱୟକାରୀ (UN Resident…

ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୦୫/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଏକ ପ୍ରତୀକ ଏବଂ ଜନଜାତି ସମାଜର ସ୍ୱାଭିମାନର ଛବି ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କୁ ତାଙ୍କ…

କଟକ ସଦର ବ୍ଲକ ପକ୍ଷରୁ ନିର୍ମାଣ କରାଯାଇଥିବା ଢଳେଇ ରାସ୍ତା ଫାଟି କି ଆଁ

ସିମେଣ୍ଟ ଘୋଳାରେ ଲୁଚାଇବାକୁ ଉଦ୍ୟମ କଟକ ସଦର,୦୫/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତ ବ୍ରାହ୍ମଣଵାଡ ଜେନାସାହି କେନାଲ ବନ୍ଧ ରାସ୍ତାକୁ…

ଯାଜପୁରଠାରେ ସଡ଼କ ଦୁର୍ଘଟଣା ରେ ୩ ମହିଳା ଙ୍କ ସମେତ ୫ ଜଣ ମୃତ୍ୟୁ ବରଣ କରିଥିବା ଜାଣି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଅନୁକମ୍ପା ମୂଳକ ସହାୟତା ଘୋଷଣା କଲେ

ଭୁବନେଶ୍ୱର,୦୪/୦୫/୨୦୨୬(ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଯାଜପୁରଠାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ  ୩ ଜଣ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କରେ ଖବର ଜାଣି …

ବରଯାତ୍ରୀ ନେଇ ଫେରୁଥିବା ବୋଲେରୋ ହାଇୱା ପଛରେ ପସିଗଲା, ୫ ମୃତ ବହୁ ଆହତ

ଯାଜପୁର ,୦୪/୦୫/୨୦୨୬ (ଓଡ଼ିଶା ସମାଚାର)- ବିବାହ ଉତ୍ସବ ସାରି ଫେରୁଥିବା ବେଳେ ଘଟିଲା ଭୟଙ୍କର ଦୁର୍ଘଟଣା। ଘରକୁ ଫେରିପାରିଲେନି ବରଯାତ୍ରୀ। ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡ଼ା…

ଜିଲ୍ଲାପାଳଙ୍କୁ ଠିକା ବିଦ୍ୟୁତ କର୍ମଚାରୀ ସଂଘ ର ନଅ ଦଫା ଦାବି ପତ୍ର ପ୍ରଦାନ

କେନ୍ଦ୍ରାପଡା,୦୪/୦୫/୨୦୨୬ (ଓଡିଶା ସମାଚାର)-ଆଜି କେନ୍ଦ୍ରାପଡା ଜିଲ୍ଲା ଠିକା ବିଦ୍ୟୁତ କର୍ମଚାରୀ ସଂଘ  ତରଫରୁ ସେମାନଙ୍କ ଚାକିର ସମ୍ପର୍କିତ ନଅ ଦଫା ଦାବି ପତ୍ର ଜିଲ୍ଲା ପ୍ରଶାସନ ନିକଟରେ…