ଆସନ୍ତା ୩୦ ତାରିଖରେ ଜନସାଧାରଣଙ୍କ  ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆସନ୍ତା ସୋମବାର ୩୦  ତାରିଖ ଦିନ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ଓ ଅବୈଧ ଚୋରା ଚାଲାଣ ବିରୋଧ ଦିବସ ପାଳିତ

ଜଗତସିଂହପୁର, ୨୭/୦୬/୨୦୨୫ (ଓଡ଼ିଶା ସମାଚାର)-  ଶ୍ରୀକୃଷ୍ଣ ଏକାଡେମି ବିଦ୍ୟାଳୟରେ ଜଗତସିଂହପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ଓ ଅବୈଧ ଚୋରା…

କିଶନନଗର ଥାନାରେ ଥିବା ପର୍ଯ୍ୟନ୍ତ ଲୋକଙ୍କୁ ନ୍ୟାୟ ପ୍ରଦାନରେ ଅଵହେଳା କରିବି ନାହିଁ -ଦୂର୍ଗେଶ ନନ୍ଦିନୀ 

କଟକ ସଦର,୨୭/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନାରେ ଅବସ୍ଥାପିତ ହେବାର ମାତ୍ର ବର୍ଷକ ମଧ୍ୟରେ ଆଇନ୍ ଶୃଙ୍ଖଳା…

ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୭/୦୬/୨୦୨୫(ଓଡ଼ିଶା ସମାଚାର)- ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ସ୍ଥାନୀୟ ୟୁନିଟ ୯ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ…

ନାବାଳିକା ବଳାତ୍କାର ମାମଲାରେ ଆସାମୀକୁ ୨୦ ବର୍ଷ ଜେଲ

କେନ୍ଦ୍ରାପଡ଼ା, ୨୭/୦୬/୨୦୨୫(ଓଡ଼ିଶା ସମାଚାର)- ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ଆସାମୀ ସ୍ୱାଧୀନ ଡିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା…

ଷଷ୍ଠ ଜିଲା ପରିଷଦ ବୈଠକ

ଖରାଦିନେ ନଳକୂପ ଖୋଳା ନ ଯିବାରୁ ଅଧିକାରୀଙ୍କ ଉପରେ ବର୍ଷିଲେ ସଭାପତି କେନ୍ଦ୍ରାପଡ଼ା, ୨୭/୦୬/୨୦୨୫(ଓଡ଼ିଶା ସମାଚାର)- ଖରାଦିନ ଶେଷ ହୋଇଗଲା । କିନ୍ତୁ ନଳକୂପ ବସିପାରିଲା ନାହିଁ…

ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ

ବାଲିଗୁଡା, ୨୭/୦୬/୨୦୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ…

କିଶନନଗର କଲେଜରେ ସମ୍ବିଧାନ ହତ୍ୟା ଦିବସ ପାଳନ

 କଟକ ସଦର ,୨୭/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦେଶରେ ଏମର୍ଜେନ୍ସି ଵା ଜରୁରୀକାଳୀନ ସ୍ଥିତି ଲାଗୁ ହେଵାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶରେ ସରକାର…

ରଥଯାତ୍ରା ପୂର୍ବରୁ ସାମୟିକ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଖୁସି ଖବର

ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ନିବୃତ୍ତି ସମୟରେ ପାଇବେ ଏକକାଳୀନ ୨.୫ ଲକ୍ଷ, ପୂର୍ବରୁ ପାଉଥିଲେ ୧.୫ ଲକ୍ଷ ଟଙ୍କା – –  ଏହି ପରିମାଣ ପ୍ରତି ଦୁଇ…

ପୁରୀ ଠାରେ ସେବା ଶିବିର ଉଦଘାଟନ କଲେ ରାଜ୍ୟପାଳ

ରଥଯାତ୍ରାରେ ସେବା କରିବା ଏକ ଦିବ୍ୟ ସୁଯୋଗ – ରାଜ୍ୟପାଳ ଭୁବନେଶ୍ୱର,୨୬/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରଥଯାତ୍ରା ଅବସରରେ ସେବା କରିବା ଏକ ଦିବ୍ୟ ସୁଯୋଗ ବୋଲି…