ଏସିଏଫ ସୈ।ମ୍ୟରଞ୍ଜନ ମହାପାତ୍ର ଙ୍କ ହତ୍ୟାକାଣ୍ଡ: ହାଇକୋର୍ଟ ରେ ଜାମିନ ଆବେଦନ ଖାରଜ, ଗିରଫ ହୋଇପାରନ୍ତି ପତ୍ନୀ ଓ ଅନ୍ୟ ଦୁଇଜଣ 

କଟକ ସଦର,୦୯/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ଚାରିବର୍ଷ ତଳେ ଏସିଏଫ୍ ସୈ।ମ୍ୟରଞ୍ଜନ ମହାପାତ୍ର ଙ୍କ ସନ୍ଦେହ ଜନକ ମୃତ୍ୟୁ ରାଜ୍ୟ ରେ ଚର୍ଚ୍ଚାର ବିଷୟ…

ଟ୍ରେଡ୍ ୟୁନିଅନ ଗୁଡ଼ିକ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ ।

ବଡ଼ବିଲ ରେ ବନ୍ଦର ବ୍ୟାପକ ପ୍ରଭାବ । ବଡ଼ବିଲ, ୦୯/୦୭/୨୦୨୫ (ଓଡ଼ିଶା ସମାଚାର)-  ସତର ଦଫା ଦାବି ନେଇ ‘ଭାରତ ବନ୍ଦ’ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ ସଂଗଠନ…

ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ସଂସ୍କୃତି ବିଚିତ୍ରା’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୦୯/୦୭/୨୦୨୫ (ଓଡ଼ିଶା ସମାଚାର)- ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସଙ୍ଗୀତ ଭିତିକ କାର୍ଯ୍ୟକ୍ରମ ‘ସଂସ୍କୃତି ବିଚିତ୍ରା’ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ପ୍ରସନ୍ନ…

ବରିଷ୍ଟ ପ୍ରଶାସକ ରାମଚନ୍ଦ୍ର ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର,୦୯/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସତ୍ୟନିଷ୍ଠ, ସେବା ଓ ଦୟାର ପ୍ରତିକ ବରିଷ୍ଠ ପ୍ରଶାସକ ରାମଚନ୍ଦ୍ର ପଣ୍ଡାଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ଓଡିଶା…

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ମିଳିଲା

ଭୁବନେଶ୍ୱର,୦୯/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ମିଳିଛି । ଜଗନ୍ନାଥ ପ୍ରଧାନଙ୍କ ସହ ଅନ୍ୟ  ସମସ୍ତ ୫ ଅଭିଯୁକ୍ତ ମଧ୍ୟ ଖୋର୍ଦ୍ଧା…

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟକାରିତା ସଂପର୍କିତ ୩୭  ତମ ରାଜ୍ୟସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ।

 ସଡ଼କ ଓ ସେତୁ ନିର୍ମାଣରେ  ଗୁଣାତ୍ମକ ମାନ ବଜାୟ ରଖିବା ଓ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଗୁରୁତ୍ୱ ଭୁବନେଶ୍ୱର,୦୮/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-…

ଖଣ୍ଡାୟତ କ୍ଷତ୍ରିୟ ମହାସଭା ମହିଳା ଶାଖାର ଖେଚୁଡ଼ି ବଣ୍ଟନ

ରାଉରକେଲା, ୦୮/୦୭/୨୦୨୫ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ )ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ମହିଳା ଶାଖା ତରଫରୁ ଶ୍ରୀଜଗନ୍ନାଥ ଙ୍କ ନିଳାଦ୍ରୀ…

ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ସତର୍କତା ମୂଳକ ପଦକ୍ଷେପ।

ଯାଜପୁର, ୦୮/୦୭/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାରେ ବନ୍ୟାଜଳ ପ୍ରବାହକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଅପରାହ୍ନରେ…