ରାଉରକେଲା, ୦୮/୦୭/୨୦୨୫ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ )ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ମହିଳା ଶାଖା ତରଫରୁ ଶ୍ରୀଜଗନ୍ନାଥ ଙ୍କ ନିଳାଦ୍ରୀ ବିଜେ ଉପଲକ୍ଷେ ଉପସ୍ଥିତ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଖେଚୁଡ଼ି ବଣ୍ଟନ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ଶଶଧର ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳା ଶାଖାର ପ୍ରମୁଖ ତନୁ, ସ୍ବପ୍ନା, ପ୍ରଭାତୀ, ଜ୍ୟୋସ୍ନା, ପ୍ରତିମା, ଶାନ୍ତି, ତପସ୍ୱିନୀ, ସାଗରିକା, ନମିତା, ନୀତାଞ୍ଜଳୀ, ସ୍ମୃତି, ପଦ୍ମା, ଲୀନା ,ଉର୍ମିଳା , ଉପେନ୍ଦ୍ର ନାୟକ, ଜଗନ୍ନାଥ ରାଉତ, ରଥିନ୍ଦ୍ର ପ୍ରଧାନ, ଅବନୀ ବଳ, ଉଗ୍ରସେନ ବିଶ୍ୱାଳ, ନାରାୟଣ ମହାଳିକ ଓ କିଶୋର ନାୟକ ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ଖଣ୍ଡାୟତ କ୍ଷତ୍ରିୟ ମହାସଭା ମହିଳା ଶାଖାର ଖେଚୁଡ଼ି ବଣ୍ଟନ
