ନିଶା ମୁକ୍ତ ଭାରତ ଗଠନ ନିମନ୍ତେ ଯାଜପୁର ରେ  ଯୁବ ମାରାଥନ ଅନୁଷ୍ଠିତ।

ଯାଜପୁର,୨୧/୦୯/୨୦୨୫ (ଓଡ଼ିଶା ସମାଚାର)- ୨୧/୦୯/୨୦୨୫ ତାରିଖରେ ଭାରତର ଯସ୍ଵଶୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିବସ ତଥା ଦେଶ ବ୍ୟାପୀ ପାଳିତ ହେଉଥିବା ୧୭ ସେପ୍ଟେମ୍ବର…

ଗୋ ସୁରକ୍ଷା ମଞ୍ଚର ସକ୍ରିୟ ସଭ୍ୟ ସନାତନ ଙ୍କ ପରିବାରକୁ ସହାୟତା ର ହାତ ବଢ଼ାଇଲେ ବିଧାୟକ ପ୍ରକାଶ ସେଠୀ

କଟକ ସଦର,୨୧/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ରାଜ୍ୟ ଗୋ ସୁରକ୍ଷା ମଞ୍ଚର ସକ୍ରିୟ ସଭ୍ୟ ତଥା ସନାତନୀ ସେନାର ଆଜୀଵନ ସଦସ୍ୟ ସନାତନ ସେଠୀଙ୍କ ଅକାଳ ବିୟୋଗରେ…

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ମଶାଣିରୁ ହାଡ଼ ପାଉଁସ ଜଵତ କଲା ପୋଲିସ

ହତ୍ୟା ଅଭିଯୋଗ ଆଣିଲେ ମାମୁଁ କଟକ ସଦର,୨୧/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ଥାନା ଅନ୍ତର୍ଗତ ମାଣପୁର ଗ୍ରାମର ଜନୈକ ଯୁବକ…

୨୭ରେ ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ

ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର,୨୧/୦୯/୨୦୨୫ (ଓଡ଼ିଶା ସମାଚାର)- ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରି ବ୍ରହ୍ମପୁରଠାରେ…

ସମ୍ବାଦପତ୍ର ପ୍ରଭାବଶାଳୀ ହେଲେ ଜନତାଙ୍କ କଲ୍ୟାଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧/୦୯/୨୦୨୫(ଓଡ଼ିଶା ସମାଚାର)-କୌଣସି ଖବରକାଗଜ ଏକ ଜଡ ÿବସ୍ତୁ ନୁହେଁ । ବରଂ ଏହା ଭିତରେ ଜୀବନ୍ତସତା ନିହିତ ଥାଏ । ସମାଜକୁ ଏହା ଦେଖାଇଥାଏ ପଥ ।…

ଗରାପୁର ଶିବାନନ୍ଦ ଆଶ୍ରମ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଂଟନ

କେନ୍ଦ୍ରାପଡ଼ା,୨୦/୦୯/୨୦୨୫(ଓଡ଼ିଶା ସମାଚାର)-ବିଶ୍ୱ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜଙ୍କର ୧୩୮ତମ ଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ ପାଳିତ ହୋଇଯାଇଥିବା ଅବସରରେ ଶନିବାର…

ଚୋରା ମଦ ଜବତ ୪ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା, ୨୦/୦୯/୨୦୨୫(ଓଡ଼ିଶା ସମାଚାର)-ଜିଲାପାଳଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ନିକିରାଇ, ପଟ୍ଟାମୁଣ୍ଡାଇ ଟାଉନ, ମାର୍ଶାଘାଇ ଓ କୁଦାନଗରୀ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ…

ସାହିତ୍ୟ ପ୍ରାଣ ସୁରେନ୍ଦ୍ର ମହାନ୍ତି’ ପୁସ୍ତକର ଉନ୍ମୋଚନ ଉତ୍ସବ

ସାଲେପୁର,୨୦/୦୯/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା ) : କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭାମାପୁର ସ୍ଥିତ ମଧୁବାବୁଙ୍କ ଜନ୍ମପୀଠରେ ଆଜି ଯୁବଲେଖକ ସୌମ୍ୟରଞ୍ଜନ ଭୂୟାଁଙ୍କ…

ସର୍ପାଘାତରେ ଗୁନାନନ୍ଦଙ୍କ ମୃତ୍ୟୁ, କୁହୁଣ୍ଡାରେ ଶୋକର ଛାୟା

 ମାହାଙ୍ଗା,୨୦/୦୯/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)-କୁମୁଡା ଜଇପୁର ଫାଣ୍ଡି ଅନ୍ତର୍ଗତ କୁହୁଣ୍ଡା ଗ୍ରାମର ଗୁନାନନ୍ଦ ବେହେରା (୬୫)ନାମକ ଜନୈକ ଦଳିତ ବ୍ୟକ୍ତିଙ୍କ ସର୍ପାଘାତରେ ମୃତ୍ୟୁ ଘଟିଛି ।…

ଯାଜପୁର ଜିଲ୍ଲା ରେ ଏକଦିବସୀୟ ଚିତ୍ରକଳା ପ୍ରତିଯୋଗିତା- ତଥା – କର୍ମଶାଳା ଆୟୋଜିତ

ଯାଜପୁର ୨୦/୦୯/୨୦୨୫ (ଓଡ଼ିଶା ସମାଚାର)- ଚଳିତ ବର୍ଷ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସାରା ଭାରତବର୍ଷ ବ୍ୟାପୀ ପାଳିତ ହେଉଥିବା ‘ସେବା ପକ୍ଷ –…