୨୦ ହଜାର ଲାଂଚ ମାମଲାରେ ମହାକାଳପଡା ତହସିଲଦାର ଭିଜିଲାନ୍ସ ଦ୍ୱାରା ଗିରଫ

କେନ୍ଦ୍ରାପଡ଼ା, ୨୩/୦୯/୨୦୨୫(ଓଡ଼ିଶା ସମାଚାର)-ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ତହସିଲଦାର…

ଧବଳେଶ୍ଵରଙ୍କ ପୀଠରେ ନଭେମ୍ବର ୩ ରେ ବଡ଼ଓଷା 

କଟକ ସଦର,୨୩/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ତଥା ଆଠଗଡ଼ ଉପଖଣ୍ଡରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଙ୍କ ପୀଠରେ ଆସନ୍ତା ନଭେମ୍ବର ୩…

“ବିକଶିତ ଭାରତ-୨୦୪୭”ଆଧାର ରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ଵାମୀ ବିବେକାନନ୍ଦ ସ୍ମାରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ଜଗତସିଂହପୁର,୨୩/୦୯/୨୦୨୫ (ଓଡ଼ିଶା ସମାଚାର)- ଗତ କାଲି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଆନୁକୁଲ୍ୟରେ ପାଳନ ହେଉଥିବା “ସେବା ପର୍ବ-୨୦୨୫” ପରିପେକ୍ଷୀରେ ଜିଲ୍ଲା ପ୍ରଶାସନ ଏବଂ ସ୍ଵାମୀ ବିବେକାନନ୍ଦ…

ଜଗତସିଂପୁର ଜିଲ୍ଲାରେ OSWAS ପ୍ଲାଟଫର୍ମର କାର୍ଯ୍ୟାନ୍ୱୟନ ସମ୍ପର୍କିତ ବୈଠକ

ଜଗତସିଂହପୁର,୨୩/୦୯/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ OCAC ର ଡୋମେନ୍ ପରାମର୍ଶଦାତା ଶ୍ରୀ ସତ୍ୟ ରଞ୍ଜନ ସାହୁ, ସ୍ଵତନ୍ତ୍ର ସଚିବ (ଅବସରପ୍ରାପ୍ତ), ଡୋମେନ୍ ପରାମର୍ଶଦାତା, ଜଗତସିଂପୁର…

ମାହାଙ୍ଗାରେ ସେବାପକ୍ଷ ପାଳନ ଓ ମେଗା ରକ୍ତଦାନ ଶିବିର

ମାହାଙ୍ଗା,୨୩/୦୯/୨୦୨୫(ଓଡିଶା ସମାଚାର/ ଅଭୟ ଜେନା)-ଭାରତବର୍ଷର ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନ ଅବକାଶରେ ଦେଶ ପାଳନ କରୁଛି ସେବାପକ୍ଷ । ରକ୍ତଦାନ ଏକ ମହତ କାର୍ୟ୍ୟ । ଏହାକୁ…

ଚୌଦ୍ୱାର ଥାନାରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ,

ପୁଲିସ୍ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ଅଭିଯୋଗ, ନିଲମ୍ବିତ ହେଲେ ଆଇଆଇସିଙ୍କ ସହ ଦୁଇ କଟକ ସଦର,୨୩/୦୯/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏକ ବାଇକ୍ ଚୋରୀ ଘଟଣାରେ…

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଶୁକରପଡା ରେ ମେଗା ରକ୍ତଦାନ ଶିବିର , ୩୨୦ ୟୁନିଟ ରକ୍ତ ସଂଗୃହିତ

ନିଶ୍ଚିନ୍ତକୋଇଲି,୨୩/୦୯/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା ) – ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଜୟନ୍ତୀ ପାଳନ ଅବସରରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ…

୫୧୦୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ

ଉତର-ପୂର୍ବ ହେଉଛି ଭାରତର ଅଷ୍ଟଲକ୍ଷ୍ମୀ: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,୨୨/୦୯/୨୦୨୫ (ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି, ଅରୁଣାଚଳ ପ୍ରଦେଶର ଇଟାନଗରରେ ପ୍ରାୟ ୫୧୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠ

ମୋ ପ୍ରିୟ ଦେଶବାସୀଗଣ, ନମସ୍କାର! ସାରା ଦେଶରେ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇଛି, ଏହି ଅବସରରେ ମୁଁ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ଲୋକଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା…

ୱାକର୍ସ କ୍ଲବର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୪୦ ଇଉନିଟ୍ ରକ୍ତ ସଂଗୃହିତ

ଭୁବନେଶ୍ୱର,୨୨/୦୯/୨୦୨୫ (ଓଡ଼ିଶା ସମାଚାର)- ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦ, ୱକର୍ସ ଇଂଟରନେସନାଲ ଦ୍ୱାରା ଅନୁବନ୍ଧିତ ଫନ୍ ଆଣ୍ଡ ଫିଟନେଓ ୱାକର୍ସ କ୍ଲବର ମିଳିତ ଆନୁକୂଲ୍ୟରେ ଏକ…