ଭସାଣିରେ ଫସର ଫାଟିଲା କଟକର ଭାଇଚାରା ଓ ସୁରକ୍ଷା ବ୍ୟବସ୍ଥା, ଗୋଷ୍ଠୀ ସଂଘର୍ଷରେ ଡିସିପିଙ୍କ ସମେତ ଅନେକ ପୋଲିସ କର୍ମଚାରୀ ଓ ଲୋକେ ଆହତ

କଟକ ସଦର,୦୪/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଭାଇଚାରାର ସହର ବୋଲି ଡିଣ୍ଡିମ ପିଟୁଥିବା ଏଵଂ ପାର୍ବଣ ଆରମ୍ଭରୁ ଦଳମତ ନିର୍ବିଶେଷରେ ଅନେକ ବନ୍ଧୁ ମିଳନ…

ଆରବ ସାଗରରେ ସୃଷ୍ଟି ହେଲା ବାତ୍ୟା ‘ଶକ୍ତି’

ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ ଭୁବନେଶ୍ୱର,୦୩/୧୦/୨୦୨୫ (ଓଡ଼ିଶା ସମାଚାର)-  ଆରବ ସାଗରରେ ସୃଷ୍ଟି ହେଲା ବାତ୍ୟା ‘ଶକ୍ତି’।୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବ…

ଭୂସ୍ଖଳନରେ ପ୍ରାଣହାନି ଘଟିଥିବା ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାକୁ ଗଜପତି ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୦୩/୧୦/୨୦୨୫ (ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)-ଗଜପତି ଜିଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ…

ଝାରସୁଗୁଡ଼ାରେ “କନଭେସନ ଅନ୍ ଜିଏସଟି ରିଫର୍ମ – ୨୦୨୫”ରେ କେନ୍ଦ୍ରମନ୍ତ୍ରୀ

ଜିଏସଟି ସଂସ୍କାର ୨.୦ ଦ୍ୱାରା ସହଜ ଜୀବନଯାପନ ସହ ଅର୍ଥନୈତିକ ସଂସ୍କାରର ନୂଆ ଯୁଗ ଆରମ୍ଭ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ ପ୍ରେଜେଣ୍ଟେସନ ମାଧ୍ୟମରେ ଟିକସ ପ୍ରକ୍ରିୟା…

କେନ୍ଦୁପାଟଣା ରେ ମା ଦୁର୍ଗା ଙ୍କ ଭଷାଣି ଉତ୍ସବ ସମାହିତ

ନିଶ୍ଚିନ୍ତକୋଇଲି, ୦୩/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- କଟକ ଜିଲ୍ଲା କେନ୍ଦୁପାଟଣା ଠାରେ ମା ଅଷ୍ଟାଦଶ ଭୁଜା ଦୁର୍ଗା ଙ୍କର ଭଷାଣି ଉତ୍ସବ ସମାହିତ ହୋଇଯାଇଛି ।…

ଜିଲା ବୋଇତବନ୍ଦାଣ ସମିତି କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ

କେନ୍ଦ୍ରାପଡ଼ା,୦୩/୧୦/୨୦୨୫(ଓଡ଼ିଶା ସମାଚାର)-ଜିଲା ବୋଇତବନ୍ଦାଣ ସମିତି, କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ ଗୋପସ୍ଥିତ ଜାଭିଅର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାୟି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର…

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ପଥ ସଂଚଳନ ଅନୁଷ୍ଠିତ

ଜୁନାଗଡ଼,୦୩/୧୦/୨୦୨୫ (ଓଡ଼ିଶା ସମାଚାର)-  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତରଫରୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ର ଶହେ ବର୍ଷ ପୂର୍ତ୍ତି ଅବସରରେ ଜୁନାଗଡ଼ ସହରରେ ଏକ ବିଶାଳ…

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ ।

ଯାଜପୁର ୦୩/୧୦/୨୦୨୫ (ଓଡ଼ିଶା ସମାଚାର)-  ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ…

ବସନ୍ତପୁର ସାଇ ମନ୍ଦିରରେ ମହାସମାଧି ଦିବସ ପାଳିତ

ଗରଦପୁର,୦୩/୧୦/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ପଂଚାୟତ ବସନ୍ତପୁର ସାଇ ମନ୍ଦିରରେ ବାବା ଙ୍କ ମହାସମାଧି ଦିବସ ପାଳିତ ହୋଇ ଯାଇଛି । ପବିତ୍ର…