ଅସୁରେଶ୍ୱର ଦଧିବାମନ ଜୀଉ ଚନ୍ଦନ ପୋଖରୀ ରୁ ଯୁବକଙ୍କ ମୃତଦେହ ଉଦ୍ଧାର 

ନିଶ୍ଚିନ୍ତକୋଇଲି,୨୭/୧୦/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) ଅସୁରେଶ୍ୱର ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନଜୀଉ ଙ୍କ ଚନ୍ଦନ ପୋଖରୀରୁ ଜନୈକ ଯୁବକ ଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…

ବାତ୍ୟା ପାଇଁ ୮ ଜିଲ୍ଲାରେ ୨୮ ଓ ୨୯ ଦୁଇ ଦିନ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ

ଭୁବନେଶ୍ୱର, ୨୭/୧୦/୨୦୨୫ (ଓଡ଼ିଶା ସମାଚାର)-  ସମ୍ଭାବ୍ୟ ବାତ୍ୟା ‘ମନ୍ଥା’ କୁ ନେଇ ଦୁଇ ଦିନ ଅଙ୍ଗନୱାଡି କୁ ଛୁଟି ଘୋଷଣା କଲେ ସରକାର । ବାତ୍ୟାରେ ବିଶେଷ…

ପରବ ପ୍ରସ୍ତୁତି ବୈଠକ : ୧୨ରେ କୁଟୁଣୀପଦରରୁ ହେବ ଶୁଭାରମ୍ଭ

କୋରାପୁଟ,୨୬/୧୦/୨୦୨୫(ଓଡ଼ିଶା ସମାଚାର)- ସ୍ଥାନୀୟ ସଦଭାବନା ସଭାଗୃହ ଠାରେ କୋରାପୁଟ ଜିଲାର ଆଦିବାସୀ ମହୋତ୍ସବ ପରବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ମନୋଜ…

ଜଗତସିଂହପୁର ଯୋଗଧାରୀ ହତ୍ୟାକାଣ୍ଡର ୨ ଅଭିଯୁକ୍ତ ଗିରଫ

ଜଗତସିଂହପୁର, ୨୬/୧୦/୨୦୨୫ (ଓଡ଼ିଶା ସମାଚାର)-   ଜଗତସିଂହପୁର ଜିଲ୍ଲା ସଦର ଥାନା ଯୋଗଧାରୀ ଛକ ତଥା ନୂଆ ବସଷ୍ଟାଣ୍ଡ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ପାନ ଦୋକାନୀ…

ଗ୍ରିଲ ଝରକା ତାଡି ଘରୁ ଚୋରୀ ଘଟଣା ରେ ୪ ଅଭିଯୁକ୍ତ ଚୋରଙ୍କୁ ବାନ୍ଧିଲା ପୁଲିସ  

ଢେଙ୍କାନାଳ ସଦର, ୨୬/୧୦/୨୦୨୫ (ଓଡ଼ିଶା ସମାଚାର)-  ଢେଙ୍କାନାଳ ସହର ଟାଉନ ପ୍ଲାନିଂ କଲୋନୀ ଅଞ୍ଚଳରେ ଘରେ କେହି ରହୁନଥିବାର ସୁଯୋଗ ନେଇ ଚୋରମାନେ ରାତିରେ ଝରକା, କବାଟ,…

“ଘରେ ଘରେ ଉଦ୍ୟୋଗୀ” ଶୀର୍ଷକ ଆଲୋଚନା ଚକ୍ର” ଅନୁଷ୍ଠିତ

ଭୁବନେଶ୍ୱର,୨୬/୧୦/୨୦୨୫ (ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)-ସ୍ଥାନୀୟ ୟୁନିଟ୯ ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଆଜିର ଆହ୍ୱାନ”ଘରେ ଘରେ ଉଦ୍ୟୋଗୀ” ଶୀର୍ଷକ ଆଲୋଚନା ଚକ୍ର ସହ…

ଭୁବନ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଯୁବ ସମ୍ମିଳନୀ

ଭୁବନ,୨୬/୧୦/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ର ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ଵର ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି । ଉକ୍ତ…