ଓଡ଼ିଶା ମାନବାଧିକାର ପରିଷଦର ମାନବାଧିକାର ଦିବସ ତଥା ବାର୍ଷିକ ଉତ୍ସବ ଭବ୍ୟବସାରରେ ପାଳିତ
ଭୁବନେଶ୍ୱର,୧୦/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ମାନବାଧିକାର ପରିଷଦ (ଓଏଚ୍ଆରସି) ଆଜି ଅନ୍ତର୍ଜାତୀୟ ମାନବାଧିକାର ଦିବସ-୨୦୨୫ ସହିତ ନିଜର ବାର୍ଷିକ ଉତ୍ସବକୁ ଭୁବନେଶ୍ୱର ଇଉନିଟ୍-୯ରେ ଅବସ୍ଥିତ ବୁଦ୍ଧ…
